Browsing Category

National

ଗଣତନ୍ତ୍ର ଦିବସ ପରେଡରେ ଝଲସିବ ଓଡିଶାର ପ୍ରଜ୍ଞାପନ ମେଢ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗଣତନ୍ତ୍ର ଦିବସ ପରେଡରେ ଝଲସିବ ଓଡିଶାର ପ୍ରଜ୍ଞାପନ ମେଢ । କର୍ତବ୍ୟପଥରେ ବିଶ୍ୱ ଦେଖିବ ଓଡିଶାର କଳା –ସଂସ୍କୃତିର ଝଲକ । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଏଥର ଓଡିଶାର ପ୍ରଜ୍ଞାପନ ମେଢକୁ ସୁଯୋଗ…
Read More...

ସୋଆ କମ୍ୟୁନିଟି ହନୀ ପଟ୍ଟନାୟକ ରେଡ଼ିଓ ସଂଘର ରାଜ୍ୟ ଉପସଭାପତି ଭାବେ ମୋନାନିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶିକ୍ଷା ଓ ଅନୁସନ୍ଧାନ ଅନ୍ତର୍ଗତ ଭଏସ ଅଫ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ର ନିର୍ଦେଶିକା ହନୀ ପଟ୍ଟନାୟକ ସର୍ବ ଭାରତୀୟ କମ୍ୟୁନିଟି ରେଡ଼ିଓ ସଂଘର ରାଜ୍ୟ ଉପସଭାପତି ଭାବେ ମୋନାନିତ ହୋଇଛନ୍ତି ।…
Read More...

ନୂଆ ଦିଲ୍ଲୀରେ ଗଡ଼ିବ ପ୍ରଜ୍ଞାପନ ମେଢ଼

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସୁଛି ସାଧାରଣତନ୍ତ୍ର ଦିବସ | ଆଉ ଏବେ ଠାରୁ ଆରମ୍ଭ ହେଲାଣି ପ୍ରସ୍ତୁତି | ଏଥର ନୂଆ ଦିଲ୍ଲୀରେ ଗଡ଼ିବ ପ୍ରଜ୍ଞାପନ ମେଢ଼ | ସାଧାରଣତନ୍ତ୍ର ଦିବସ ଅବସରରେ  ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା…
Read More...

ଗାୟିକାଙ୍କ କଲେ ପ୍ରଂଶସା ପ୍ରଧାନମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  'ରାମ ଆଏଙ୍ଗେ' ଭଜନ ଗାଇଥିବା କଣ୍ଠଶିଳ୍ପୀ ସ୍ବାତୀ ମିଶ୍ରାଙ୍କ ଫ୍ୟାନ ହେଲେ ପ୍ରଧାନମନ୍ତ୍ରୀ । ଆଯୋଧ୍ୟାରେ ଚଳିତ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ…
Read More...

ଓଡିଶାର ୮ ଉତ୍ପାଦନକୁ ଜିଆଇ ଟ୍ୟାଗ ମାନ୍ୟତା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡିଶାର ୮ ଉତ୍ପାଦନକୁ ଜିଆଇ ଟ୍ୟାଗ ମାନ୍ୟତା । ଖଜୁରୀ ଗୁଡ, ଢେଙ୍କାନାଳ ମଗଜି , ମୟୁରଭଞ୍ଜ କାଇ ଚଟଣୀକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି । ନୟାଗଡ କଂଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ…
Read More...

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିପାରେ ଇଡି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଆଜି ଆପ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସକାଳେ ମୁଖ୍ୟମନ୍ତ୍ରୀଙ୍କ…
Read More...

ଇଡିର ନୋଟିସକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଣଦେଖା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ମଦ ନୀତି ଦୁର୍ନୀତି ମାମଲା । ଆଜି ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତାଙ୍କୁ ହାଜର ହେବା ପାଇଁ ଇଡି…
Read More...

ଦେଶରେ 602 ନୂଆ କୋଭିଡ ସଂକ୍ରମଣ, 5 ମୃତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗତ ୨୪ ଘଣ୍ଟାରେ ଦେଶରେ ୬୦୨ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସହିତ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୪୪୪୦ରେ ପହଞ୍ଚିଛି। ମଙ୍ଗଳବାର…
Read More...

ପିକ୍‌ନିକ୍‌ ବସ୍‌ ସହ ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସାମର ଗୋଲାଘାଟ ଜିଲ୍ଲାରେ ବୁଧବାର ସକାଳେ ଏକ ଯାତ୍ରୀବାହୀ ବସ ଏବଂ ଟ୍ରକ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ପାଞ୍ଚ ମହିଳା ଏବଂ ଜଣେ ନାବାଳିକା ସହ ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଛି ।…
Read More...

ଦେଶରେ ବଢିବାରେ ଲାଗିଛି କରୋନା ମହାମାରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦେଶରେ ହୁ ହୁ ହୋଇ ମାଡ଼ିଚାଲିଛି କରୋନା ମହାମାରୀ । ପୁଣିଥରେ ପୂର୍ବ ଭଳି ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ବିଭିନ୍ନ ରାଜ୍ୟରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ମୋଟ ୭୯୭ କରୋନା…
Read More...