Browsing Category

National

ଅଶାନ୍ତ ମଧ୍ୟପ୍ରାଚ୍ୟ, ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ

ଓଡ଼ିଆ ନ୍ୟୁଜ୍: ଇରାନ୍-ଇସ୍ରାଏଲ୍ ଯୁଦ୍ଧ; ମଧ୍ୟପ୍ରାଚ୍ୟକୁ ସମସ୍ତ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବନ୍ଦ।ମଧ୍ୟପ୍ରାଚ୍ୟକୁ ସମସ୍ତ ବିମାନ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ।ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନ…
Read More...

ପଞ୍ଜାବର ଲୁଧିଆନା ପଶ୍ଚିମ ବିଧାନସଭା ଉପନିର୍ବାଚନରେ ଚମକିଲା ଆପ୍‌

ଓଡ଼ିଆ ନ୍ୟୁଜ୍: ପଞ୍ଜାବର ଲୁଧିଆନା ପଶ୍ଚିମ ବିଧାନସଭା ଆସନ ଏବଂ ଗୁଜରାଟର ବିସାବାଦ ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ପ୍ରାର୍ଥୀମାନେ ବଡ଼ ବିଜୟ ହାସଲ କରିଛନ୍ତି। ଏହା ଆପ ପାଇଁ ଜୀବନ…
Read More...

ପହଲଗାମ୍ ଆକ୍ରମଣ; ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ସହଯୋଗୀ ଗିରଫ

ଓଡ଼ିଆ ନ୍ୟୁଜ୍: ପହଲଗାମ୍ ଆକ୍ରମଣ NIAକୁ ବଡ଼ ସଫଳତା। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଆତଙ୍କୀଙ୍କୁ ଘରେ ସାହାରା ଦେବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ବା ଏନ୍‌ଆଇଏ । ଖାଲି…
Read More...

ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ 2 ଜଣଙ୍କୁ ହତ୍ୟା

ଓଡ଼ିଆ ନ୍ୟୁଜ୍: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ଲାଲ୍ ବାହିନୀ । ମୃତକଙ୍କ ମଧ୍ୟରେ ଜଣେ ଆତ୍ମସମର୍ପଣ କରିଥିବା ନକ୍ସଲ…
Read More...

ହେଡିଙ୍ଗ୍‌ଲି ଟେଷ୍ଟରେ ଭାରତ ୪୭୧ରେ ଅଲଆଉଟ୍‌

ଓଡ଼ିଆ ନ୍ୟୁଜ୍: ହେଡିଙ୍ଗ୍‌ଲି ଟେଷ୍ଟରେ ଭାରତ ୪୭୧ରେ ଅଲଆଉଟ୍‌।ବେନ୍‌ ଷ୍ଟୋକ୍ସ ଓ ଜୋସ୍‌ ଟଙ୍ଗଙ୍କୁ ୪ଟି ଲେଖାଏଁ ୱିକେଟ୍‌।୩ ବ୍ୟାଟରଙ୍କ ଶତକ ସତ୍ତ୍ବେ ନିରାଶ କଲେ ଟେଲ୍‌ ଏଣ୍ଡର।ମାତ୍ର ୪୧ ରନ୍‌ରେ ପଡ଼ିଲା ଶେଷ ୭…
Read More...

୩ କ୍ରିଉ ସଦସ୍ୟଙ୍କୁ ବହିଷ୍କାର ପାଇଁ ଏୟାର ଇଣ୍ଡିଆକୁ DGCAର ନିର୍ଦ୍ଦେଶ

ଓଡ଼ିଆ ନ୍ୟୁଜ୍: ଅହମଦାବାଦ ବିମାନ ଦୁର୍ଘଟଣା ମାମଲାରେ ଡିଜିସିଏର ବଡ଼ ନିର୍ଦ୍ଦେଶ । ୩ଜଣ ଏୟାରଇଣ୍ଡିଆ ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଛି ଡିଜିସିଆଇ । ଦୁର୍ଘଟଣା ମାମଲାର ତଦନ୍ତ କରୁଥିବା ଡିଜିସିଆଇର…
Read More...

IAS ଧୀମାନ ଚକମାଙ୍କ ତ୍ରିପୁରାସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ

ଓଡ଼ିଆ ନ୍ୟୁଜ୍:ଲାଞ୍ଚୁଆ ଆଇଏଏସ ଧୀମାନ ଚକମାଙ୍କ ହିମାଚଳପ୍ରଦେଶ ଓ ତ୍ରିପୁରା ବାସଭବନରେ ରେଡ। ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ।ଗିରଫ ପରେ ଏବେ ଜେଲରେ ଅଛନ୍ତି ଆଇଏଏସ ଧୀମାନ ଚକମା।ଲାଞ୍ଚ ନେବା ମାମଲାରେ ଗିରଫ…
Read More...

ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍‌ ଟ୍ୟାଗ୍‌ ପାସ୍‌

ଓଡ଼ିଆ ନ୍ୟୁଜ୍: ଟୋଲ୍ ଟ୍ୟାକ୍ସ ନିୟମରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ଯାହା ସାଧାରଣ ଲୋକଙ୍କୁ ଦେବ ବହୁ ମାତ୍ରାରେ ଆଶ୍ୱସ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏନେଇ ସୋସିଆଲ…
Read More...