Browsing Category

National

କେଜରିୱାଲ ସରକାରଙ୍କୁ ଦିଲ୍ଲୀ ନ୍ୟାୟାଳୟଙ୍କ ଛାଟ, ବନ୍ଦ ହେବ ‘ଘରଘର ରେସନ ଯୋଜନା’

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): କେଜରିୱାଲ ସରକାରଙ୍କୁ ଦିଲ୍ଲୀ ନ୍ୟାୟାଳୟଙ୍କ ଛାଟ । ଗୁରୁବାର କେଜରିୱାଲଙ୍କ ‘ଘର ଘର ରେସନ ଯୋଜନା’କୁ ରଦ୍ଦ କରିଦେଇଛନ୍ତି ନ୍ୟାୟାଳୟ। କାର‌୍ୟ୍ୟକାରୀ ମୁଖ୍ୟ ବିଚାରପତି ବିପିନ ସାଂଘୀ ଓ…
Read More...

କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଶିମଲା ଯିବେ ପ୍ରଧାନମନ୍ତ୍ରୀ ମୋଦୀ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଦ୍ରରେ କାର୍ଯ୍ୟକାଳର ୮ ବର୍ଷ ପୂରଣ କରିଛନ୍ତି ନରେନ୍ଦ୍ର ମୋଦୀ ସରକାର। କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂରଣ ଅବସରରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ୩୧ ମେ ରେ ଏହି ସମାରୋହ…
Read More...

‘ଦି ଲାନ୍‌ସେଟ୍ ପ୍ଲାନେଟେରି ହେଲ୍‌ଥ୍’ ରିପୋର୍ଟ: ବିଶ୍ବ ପାଇଁ ଘାତକ ପଲ୍ୟୁସନ୍

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ବିଶ୍ବ ପାଇଁ ଘାତକ ସାଜିଛି ପଲ୍ୟୁସନ୍ । ଖାଲି ଯେ ଘାତକ ସାଜିଛି ତାହେ ନୁହେଁ, ବରଂ ସ୍ଲୋ ପଏଜନର ରୂପ ନେଇସାରିଲାଣି ପଲ୍ୟୁସନ୍। ଏହାର ପରିଣାମ ସ୍ୱରୂପ ବର୍ଷକରେ ଗଲାଣି ୯୦ ଲକ୍ଷ ଲୋକଙ୍କର…
Read More...

ଝାଡ଼ୁ ଛାଡ଼ିଲେ ଉତ୍ତରାଖଣ୍ଡ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଝାଡ଼ୁ ଛାଡ଼ିଛନ୍ତି ଉତ୍ତରାଖଣ୍ଡ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା କର୍ଣ୍ଣେଲ ଅଜୟ କୋଠିଆଲ । ଫଳରେ ଉତ୍ତରାଖଣ୍ଡରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି। କର୍ଣ୍ଣେଲ କୋଠିଆଲ ନିଜର ଇସ୍ତଫା ପତ୍ର…
Read More...

ଇସ୍ତଫା ଦେଲେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ; ବ୍ୟକ୍ତିଗତ କାରଣ ଦର୍ଶାଇଲେ

ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ ଇସ୍ତଫା ଦେଇଛନ୍ତି। ସୂଚନାନୁସାରେ, ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି। ପୂର୍ବତନ ଆଇଏଏସ୍ ଅଧିକାରୀ ବୈଜଲଙ୍କୁ ୩୧ ଡିସେମ୍ବର…
Read More...

ଇଣ୍ଡିଗୋର ନୂଆ ସିଇଓ ପିଟର ଇଲବର୍ସ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ପିଟର ଇଲବର୍ସ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋର ନୂଆ ସିଇଓ । ଅକ୍ଟୋବର ୧ରୁ ଏନେଇ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ। ୨୦୧୪ରୁ ପିଟର କେଏଲଏମ ରୟାଲ ଡଚ ଏୟାରଲାଇନ୍ସର ସଭାପତି…
Read More...

ଶିନା ବୋରା ହତ୍ୟା ମାମଲା: ୬ ବର୍ଷ ପରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ମୁମ୍ବାଇର ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୬ ବର୍ଷ ଜେଲରେ ଥିବାରୁ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ଇନ୍ଦ୍ରାଣୀ ଯୁକ୍ତି କରିଥିଲେ ଯେ…
Read More...

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି; ଏ.ଜି. ପେରାରିଭଲନଙ୍କୁ ମୁକ୍ତ କରିବାକୁ ଦେଲେ…

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏଜି ପେରାରିଭଲନଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା…
Read More...

ଭାରତରେ ବଢୁଛି ସ୍ପାମ୍ କଲ ସଂଖ୍ୟା, ମାନସିକ ସନ୍ତୁଳନ ହରାଉଛନ୍ତି ୟୁଜର

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଭାରତରେ ବଢୁଛି ସ୍ପାମ୍ କଲ ସଂଖ୍ୟା। ପ୍ରତ୍ୟେକଦିନ ଆପଣ ବି ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବେ। ହଁ ଆଜ୍ଞା, ବିଶ୍ବରେ ସର୍ବାଧିକ ସ୍ପାମ କଲର ସାମ୍ନା କରୁଛନ୍ତି ଭାରତୀୟ। ଲୋକାଲ ସର୍କଲ ପକ୍ଷରୁ…
Read More...

ହାତ ଛାଡ଼ିଲେ ହାର୍ଦ୍ଦିକ, ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍କା

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଗୁଜୁରାଟ ବିଧାନସଭା ନିର୍ବାଚନ ଯେତେଯେତେ ପାଖେଇ ଆସୁଛି ସେତେସେତେ ସଂଗ୍ରେର ଅନ୍ତଃକନ୍ଦର ଉଗ୍ରରୂପ ନେଉଛି । ତେବେ ଏହାରି ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ହାତ ଛାଡ଼ିଛନ୍ତି ହାର୍ଦ୍ଦିକ…
Read More...