Browsing Category

National

ଆସନ୍ତୁ ଜାଣିବା କିପରି ଥିଲା ତିହାର ତୟାର ?

୨౦.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) ଶେଷରେ ନିର୍ଭୟ ମାମଲାରେ ପଡିଲା ପୂର୍ଣ୍ଣଛେଦ l ଦୀର୍ଘ 7 ବର୍ଷ ଧରି ଚାଲିଥିବା ଆଇନର ଛକl ପାଞ୍ଝl ଭିତରେ ଆଜି ଫIସି ପାଇଛନ୍ତି ନିର୍ଭୟ ଦୋଷୀ l ଘଟଣାର 4 ଦୋଷୀ ଦୋଷୀ ଅକ୍ଷୟ ଠାକୁର,…
Read More...

ପବନ ଗୁପ୍ତIର କ୍ୟୁରେଟିଭ୍‌ ପିଟିସନ୍‌କୁ ନେଇ କଣ ସ୍ପଷ୍ଟ କଲେ ସୁପ୍ରିମ କୋର୍ଟ ?

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍‌ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନିଜକୁ ନାବାଳକ ଦର୍ଶାଇ କ୍ୟୁରେଟିଭ୍ ପିଟିସନ୍ ଦାଖଲ…
Read More...

ଭାରତରେ କରୋନା ମୃତୁ ସଂଖ୍ୟା ୩କୁ ବୃଦ୍ଧି

୧୭.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):   କରୋନା ଆକ୍ରାନ୍ତରେ ଆଜି ଆଉ ଜଣଙ୍କ ଜୀବନ ଯାଇଛି ଫଳରେ ମୃତକଙ୍କ ସଂଖ୍ୟା ୩ ରେ ପଂହଁଚିଛି I ସର୍ବପ୍ରଥମେ କର୍ଣ୍ଣାଟକାରେ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ…
Read More...

ଏସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସିର ଖବର

୧୬.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ପୁନଃ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଏସ୍ ବ୍ୟାଙ୍କ l ମାର୍ଚ୍ଚ ୧୮ ସନ୍ଧ୍ୟା ୬ଟାରୁ ବ୍ୟାଙ୍କିଙ୍ଗ ସେବା ଚାଲୁରଖିବା ପାଇଁ ଟୁଇଟ କରି ସୂଚନା ଦେଇଛନ୍ତି ଏସ୍ ବ୍ୟାଙ୍କ କତୃପକ୍ଷ I…
Read More...

ଜଣାନ୍ତୁ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବl ପାଇଁ କେଉଁ କେଉଁ ପ୍ରକାରର ଉପାୟ ଅବଲମ୍ବନ କରିବା ଉଚିତ ?

୧୬.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): 1-ଦୈନିକ ଏକ ଘଣ୍ଟାରୁ ଅଧିକ କଠିନ ବ୍ୟାୟାମ କରନ୍ତୁ l 2- ଥଣ୍ଡା ଖାଦ୍ୟ ବା ପାନୀୟ ଗ୍ରହଣ କରନ୍ତୁ ନାହିଁІ 3-ଉଷୁମ ପାଣି ବ୍ୟବହାର କରନ୍ତୁ І 4- ବାରମ୍ବାର ଭଲ ଭାବରେ ସାବୁନରେ…
Read More...

କାହିଁକି ବିଦେଶରେ ଫସିଲେ ୪୦ ହଜାର ଭାରତୀୟ ?

୧୨.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) :  ୟେସ ବ୍ୟାଙ୍କ ଯୋଗୁଁ ପ୍ରାୟ ୪୦ ହଜାର ଭାରତୀୟ ବିଦେଶରେ ଫସିଛନ୍ତି l ଗତ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କ ଉପରେ କଟକଣା ଲଗାଇବା ପରେ ସେମାନେ ସମସ୍ୟାରେ ପଡ଼ିଯାଇଛନ୍ତି…
Read More...

୧୨ ମହିଳା ‘ନାରୀ ଶକ୍ତି, ସମ୍ମାନରେ ସମ୍ମାନିତ

୦୯.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ବିଶ୍ବ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୨ ଜଣ ମହିଳାଙ୍କୁ ନାରୀ ଶକ୍ତି ସମ୍ମାନ ରେ ସମ୍ମାନିତ କରିଛନ୍ତି l କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ…
Read More...

ତିନି ବର୍ଷର ଶିଶୁ କରୋନାରେ ଆକ୍ରାନ୍ତ

୦୯.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) :  କୋଚିରେ ଜଣେ ତିନି ବର୍ଷୀୟ ଶିଶୁ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଛି l ମାର୍ଚ ୭ ତାରିଖ ଦିନ ଦୁବାଇ ଦେଇ ଶିଶୁଟି ତା’ର ପିତାମାତାଙ୍କ ସହ ଇଟାଲିରୁ ଆସିଥିଲା। ତା’ର ପିତାମାତାଙ୍କ…
Read More...

ରାମ ମନ୍ଦିର ନିର୍ମାଣ ପାଇଁ ଉଦ୍ଧବ ଦେବେ ଏତିକି ଟଙ୍କା ?

୦୭.୦୩.୨୦୨୦ ( ଓଡିଆ ନ୍ୟୁଜ ବ୍ୟୁରୋ):  ଅଯୋଧ୍ୟାରେ ତିଆରିହେବ ରାମ ମନ୍ଦିର ସେଇଥିପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକ ଘୋଷଣା କରିଛନ୍ତି । ଅଯୋଧ୍ୟା ରେ ଉଦ୍ଧବ କହିଛନ୍ତି ଯେ ମୁଁ ଘୋଷଣା କରୁଛି ରାମ ମନ୍ଦିର ନିର୍ମାଣ…
Read More...

କାହିଁକି 450 କି.ମି. ଚାଲିଲେ ଜଣେ ଯୁବକ

୨୯.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ସିଏଏ କୁ ସମର୍ଥନ, ଭ୍ରଷ୍ଟାଚାରକୁ ବିରୋଧ ଏବଂ ତୃତୀୟ ଲିଙ୍ଗକୁ ଆରକ୍ଷଣ ଦାବି କରି ରବି କୁମାର ନାମକ ଜଣେ ଯୁବକ ପଦଯାତ୍ରା କରିଛନ୍ତି l ସେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରୁ 1ତାରିଖ…
Read More...