Browsing Category

Sports

ଜାତୀୟ କନିଷ୍ଠ ବାଳିକା ହକି: ବାଜି ମାରିନେଲା ମଧ୍ୟପ୍ରଦେଶ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାତୀୟ କନିଷ୍ଠ ବାଳିକା ହକିରେ ବାଜି ମାରିନେଲା ମଧ୍ୟପ୍ରଦେଶ । ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ପ୍ରତିପକ୍ଷ ଝାଡ଼ଖଣ୍ଡକୁ ୧-୦ ଗୋଲ୍‌ରେ ପରାସ୍ତକରି ମଧ୍ୟପ୍ରଦେଶ ଜାତୀୟ କନିଷ୍ଠ ବାଳିକା ହକି…
Read More...

ଏସୀୟ କ୍ରୀଡ଼ାରେ କ୍ରିକେଟ୍ ଅଂଶଗ୍ରହଣକୁ ଅନୁମୋଦନ ଦେଲା ବିସିସିଆଇ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏସୀୟ କ୍ରୀଡ଼ାରେ କ୍ରିକେଟ୍ ଅଂଶଗ୍ରହଣକୁ ଅନୁମୋଦନ ଦେଲା ବିସିସିଆଇ । ଏହି କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍‌ ଦଳର ଅଂଶଗ୍ରହଣକୁ ବିସିସିଆଇ ଆପେକ୍ସ କାଉନସିଲ୍‌ରେ ଅନୁମୋଦନ ମିଳିଛି।…
Read More...

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ବିରେନ୍ଦ୍ର ଲାକ୍ରାଙ୍କ ପାଇଁ ବଢ଼ିଲା ଅଡ଼ୁଆ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅନ୍ତର୍ଜାତୀୟ ହକି ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କ ପାଇଁ ବଢ଼ିଲା ଅଡ଼ୁଆ।  ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଓଡ଼ିଶା…
Read More...

ଆଇସିସି ଟେଷ୍ଟ ମାନ୍ୟତା: ଶୀର୍ଷ ସ୍ଥାନ ବଜାୟ ରଖିଲେ ରବିଚନ୍ଦ୍ରନ ଅଶ୍ବିନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତା‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଗତ ମେ ମାସରେ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ହାରିଥିବା ଭାରତ ସହ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ…
Read More...

ଜାତୀୟ ମହିଳା ଚେସ୍‌ରେ ଚମକିଲେ ଓଡ଼ିଆ ଖେଳାଳି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାତୀୟ ମହିଳା ଚେସ୍‌ରେ ଚମକିଲେ ଓଡ଼ିଆ ଖେଳାଳି । ଗୁଜରାଟରେ ଚାଲିଥିବା ଜାତୀୟ ମହିଳା ଚେସ୍‌ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଚମକ ଜାରି ରଖିଛନ୍ତି। ଷଷ୍ଠ ରାଉଣ୍ଡ ସୁଦ୍ଧା ୪ ଜଣ ଓଡ଼ିଆ ପଦ୍ମିନୀ…
Read More...

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଘୋଷଣା ହେଲା ଭାରତୀୟ ଦଳ: କାହାକୁ ମିଳିଲା ସୁଯୋଗ ଜାଣନ୍ତୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଘୋଷଣା ହେଲା ଭାରତୀୟ ଦଳ। ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କୁ ଉପ ଅଦିନାୟକ ଭାବେ…
Read More...

ସାଫ୍‌ ଚାମ୍ପିଅନ୍‌ସିପ୍‌: ନବମ ଥର ପାଇଁ ବିଜୟ ମୁକୁଟ ପିନ୍ଧିଲା ଭାରତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନବମ ଥର ଲାଗି ସାଫ୍‌ ଚାମ୍ପିଅନ୍‌ସିପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବିଜେତା ହୋଇଛି ଭାରତ। ମଙ୍ଗଳବାର ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ଆୟୋଜକ ଭାରତ ୫-୪ (୧-୧)…
Read More...

ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ହେଲେ ଅଜିତ ଅଗରକର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ହେଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର । ସେହିପରି ସଲିଲ ଆଙ୍କୋଲା ଓ ଶ୍ରୀଧରନ ଶରତଙ୍କୁ ଚୟନ କମିଟିରେ ସାମିଲ…
Read More...

ଜାତୀୟ ବାଳିକା ହକିରେ କ୍ବାର୍ଟରଫାଇନାଲରେ ପ୍ରବେଶ କଲା ଓଡ଼ିଶା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାତୀୟ ବାଳିକା ହକିରେ କ୍ବାର୍ଟରଫାଇନାଲରେ ପ୍ରବେଶ କଲା ଓଡ଼ିଶା । ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ପଞ୍ଜାବ କ୍ବାର୍ଟର ଫାଇନାଲ ପ୍ରବେଶ କରିଥିଲେ। ସୋମବାର ନିଜର ଶେଷ ଲିଗ୍‌…
Read More...

ଇଣ୍ଡିଜ୍‌ର ବିପର୍ଯ୍ୟୟ ପାଇଁ ରାଜନୀତିକୁ ଦାୟୀ କଲେ ସେହବାଗ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ବକପ୍‌ ଇତିହାସରେ ଯୋଗ୍ୟତା ଅର୍ଜନ କରିନପାରିବାକୁ ନେଇ ଏବେ ପୂର୍ବତନ ଖେଳାଳିମାନେ ଅସନ୍ତୋଷ ପ୍ରକଟ କରିଛନ୍ତି। ଦୁଇ ଥର ବିଶ୍ବକପ୍ ବିଜେତା ଏହି…
Read More...