Browsing Category
Sports
ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ପରାଜିତ କଲା ଚେନ୍ନାଇ ସୁପରକିଂଗ୍ସ
ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚାଲିଛି ଆଇପିଏଲ ମହାସମର। ୪୯ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ପରାଜିତ କରିଛି । ନିଜ ହୋମ ଗ୍ରାଉଣ୍ଡରେ ମୁମ୍ବାଇକୁ ୧୩ ବର୍ଷ ପରେ ହରାଇଛି ଚେନ୍ନାଇ ।…
Read More...
Read More...
ଅହମ୍ମଦାବାଦରେ ଖଳାଯାଇପାରିବ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ, ଅକ୍ଟୋବରରୁ ଆରମ୍ଭ ହେବ ଏହି ଟୁର୍ନାମେଣ୍ଟ
ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଇସିସି ଓଡିଆଇ ବିଶ୍ୱକପ ୨୦୨୩ ଭାରତରେ ଅନୁଷ୍ଠିତ ହେବ । ଏହା ଚଳିତ ବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ଖେଳାଯାଇପାରିବ । ବିଶ୍ୱକପ ବିଷୟରେ ବଡ ଖବର ଆସିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ…
Read More...
Read More...
ଭାରତ-ପାକିସ୍ତାନ ଭିତରେ ଖେଳାଯିବ ଆଇସିସି ବିଶ୍ୱକପ୍ ମ୍ୟାଚ୍
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଭାରତରେ ଅନୁଷ୍ଠିତ ହେବ ଜ୍ଝ ଏହା ଚଳିତ ବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ଖେଳାଯାଇପାରିବ ଜ୍ଝ ବିଶ୍ୱକପ ବିଷୟରେ ବଡ ଖବର ଆସିଛି ଜ୍ଝ ଭାରତ ଏବଂ ପାକିସ୍ତାନ ମଧ୍ୟରେ…
Read More...
Read More...
ଅଲିମ୍ପିକ ପଦକ ବିଜେତା ଟୋରୀ ବୋୱିଙ୍କ ବିୟୋଗ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଲିମ୍ପିକ ପଦକ ବିଜେତା ଟୋରୀ ବୋୱିଙ୍କ ବିୟୋଗ । ଯାହା ବିଶ୍ୱ କ୍ରୀଡା ପାଇଁ ଏକ ଦୁଃଖଦ ଖବର ପହଁଚାଇଛି । ଆମେରିକାର ୩୨ ବର୍ଷୀୟା ଅଲିମ୍ପିକ ପଦକ ବିଜେତା ଆଥଲେଟ ଟୋରୀ ବୋୱିଙ୍କ ଆଶ୍ଚର୍ଯ୍ୟଜନକ…
Read More...
Read More...
ଆଇପିଏଲ ମହାସମର, ଟାଇଟାନ୍ସକୁ ହରାଇ ବାଜି ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ
ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚାଲିଛି ଆଇପିଏଲ ମହାସମର। ଆଜି ଶେଷରେ ଦେଖିବାକୁ ମିଳିଲା ରାହୁଲ ତେଓ୍ବାତିୟାଙ୍କ ହ୍ୟାଟ୍ରିକ୍ ଛକା । କିନ୍ତୁ ଲୋ ସ୍କୋରିଂ ମୁକାବିଲାରେ ରୋମାଞ୍ଚକର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।…
Read More...
Read More...
ନବୀନଙ୍କୁ ଭେଟିଲେ ଓଡ଼ିଶା ଫୁଟବଲ କ୍ଲବ ଖେଳାଳୀ
ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଏପ୍ରିଲ ୨୫ରେ କେରଳର କୋଝିକୋଡସ୍ଥିତ ଇଏମ୍ଏସ୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଫାଇନାଲ ମୁକାବିଲାରେ ଓଡ଼ିଶା ଏଫସି ୨-୧ ଗୋଲରେ ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ବେଙ୍ଗାଲୁରୁ ଏଫିସିକୁ ପରାସ୍ତ…
Read More...
Read More...
ଆଇପିଏଲ ମହାସମର, କୋଲକାତାକୁ ହରାଇଲା ଗୁଜୁରାଟ
ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚାଲିଛି ଆଇପିଏଲ ମହାସମର। ଆଇପିଏଲ ୨୦୨୩ ର ୩୯ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର) ବିପକ୍ଷରେ ଗୁଜରାଟ ଟାଇଟାନ୍ସ (ଜିଟି) ବିଜୟ ହାସଲ କରିଛି। ଜିଟି ୧୭.୫ଓଭରରେ ୩ ଓ୍ବିକେଟ ହରାଇ ୧୮୦…
Read More...
Read More...
ଆଇପିଏଲ ମହାସମର: କେକେଆରକୁ ଲାଗିଲା ବଡ଼ ଝଟକା
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଇପିଏଲର ୧୬ ତମ ସିଜନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଲିଟନ୍ ଦାସଙ୍କ ଆକାରରେ ଆଉ ଏକ ବଡ଼ ଝଟକା ପାଇଛି, ଯିଏ ପାରିବାରିକ ଚିକିତ୍ସା ଜରୁରୀକାଳୀନ ପରିସ୍ଥିତି କାରଣରୁ ଘରକୁ ଫେରିଛନ୍ତି।…
Read More...
Read More...
ଗୋଲ୍ଡ ମେଡାଲିଷ୍ଟ ବକ୍ସର କୌର ସିଂହଙ୍କର ପରଲୋକ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପରଲୋକରେ ଏସିଆ ବକ୍ସିଂ ଚାମ୍ପିୟନସିପ୍ ଗୋଲ୍ଡ ମେଡାଲିଷ୍ଟ ବକ୍ସର କୌର ସିଂହ । ଗତକାଲି କୁରୁକ୍ଷେତ୍ର ହସ୍ପିଟାଲ୍ରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଲେ ୭୪ ବର୍ଷୀୟ କିମ୍ବଦନ୍ତୀ ମୁଷ୍ଟି…
Read More...
Read More...
ସଚିନ ଓ ଲାରାଙ୍କ ନାମରେ ନାମିତ ହେଲା ସିଡନୀ କ୍ରିକେଟ ଗ୍ରାଉଣ୍ଡର ଗେଟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଚିନ ଓ ଲାରାଙ୍କ ନାମରେ ନାମିତ ହେଲା ସିଡନୀ କ୍ରିକେଟ ଗ୍ରାଉଣ୍ଡର ଗେଟ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୫୦ତମ ଜନ୍ମ ଦିବସ ଅବସରରେ ସିଡନୀ କ୍ରିକେଟ ଗ୍ରାଉଣ୍ଡ ସଚିନ ଏବଂ ଲାରାଙ୍କ ନାମରେ…
Read More...
Read More...