Browsing Category

State

ଓଡ଼ିଶାର ୬ ଜଣଙ୍କୁ ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର’ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡିଆ ନ୍ୟୁଜ୍(ବ୍ୟୁରୋ): ସେପ୍ଟେମ୍ବର ୦୩ – ଏକବିଂଶ ଶତାବ୍ଦୀରେ ଆମର ନିଜସ୍ୱ ପରିଚୟ ତଥା ଓଡ଼ିଆ ଜାତିକୁ ବୈଜ୍ଞାନିକ ଢଙ୍ଗରେ ସମାଜ ଆଗରେ ଉପସ୍ଥାପନ କରିବାକୁ ହେବ । କେବଳ ପୁରୁଣା କଥାକୁ ନେଇ ନୁହେଁ ବରଂ ଆଧୁନିକ କଥାକୁ…
Read More...

କଟକ: ଶିଳାନ୍ୟାସ ଫଳକରେ କର୍ପୋରେଟରଙ୍କର ନାମ ନଥିବାରୁ କଟକ ବିଜେପିର ପ୍ରତିବାଦ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଗତ ଅଗଷ୍ଟ ୩୧ ତାରିଖରେ ସ୍ୱାୟତ୍ତ ଶାସନ ଅବସରରେ କଟକ ମହାନଗର ନିଗମ ତରଫରୁ ସହରରେ ୫ଟି ସ୍ଥାନରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କରାଯିବା ପାଇଁ ଶିଳାନ୍ୟାସ କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟ…
Read More...

ପୁରୀ ନୀଳାଚଳ ହାଟଠାରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨: ଗ୍ରାହକଙ୍କ ପାଇଁ ୧୦% ରିହାତି

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ପୁରୀସ୍ଥିତ…
Read More...

ଜାତୀୟ ସ୍ତରରେ ଓଡିଶାର କଳା ପ୍ରଦର୍ଶୀତ: ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବହୁ ଖ୍ୟାତିସଂପନ୍ନ ହେୟାର ଷ୍ଟାଇଲିଷ୍ଟ ଓ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଗୁଜରାଟର ଗାନ୍ଧୀନଗର ହେଲିପ୍ୟାଡ ପ୍ରଦର୍ଶନୀ ସେଣ୍ଟରରେ ବିସା ଇଣ୍ଟରନ୍ୟାସନାଲ ଓ ଆଇଭା ବିୟୁଟି ଏକାଡେମୀ ପକ୍ଷରୁ ଦୁଇଦିନିଆ ହେୟାର ଷ୍ଟାଇଲ ଓ ମେକାପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ…
Read More...

୨୨ ବର୍ଷର ପ୍ରଚାର ସର୍ବସ୍ୱ ବିଜେଡ଼ି ସରକାରଙ୍କୁ ଯୁବମୋର୍ଚ୍ଚାର ୨୨ଟି ପ୍ରଶ୍ନ, ଜାଣନ୍ତୁ କଣ ପଚାରିଛି

ଓଡିଆ ନ୍ୟୁଜ୍(ବ୍ୟୁରୋ):   ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ ଦାୟିତ୍ୱରେ ଅଛନ୍ତି । ବିଜେଡ଼ି ନିଜକୁ ୧ ନମ୍ବର ସରକାର କହିବାର ମିଛ ଡ଼ିଣ୍ଡିମ ପିଟୁଛି । ଦୁଇ ଦଶନ୍ଧିର ଶାସନ ଏବଂ ରାଜନୈତିକ ସ୍ଥିରତା…
Read More...

ଖଣ୍ଡ ଖଣ୍ଡ ଭସା ବାଦଲରେ ଭର୍ତ୍ତି ସାରା ଆକାଶ, ମେଘ ଉଭାନ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦୁର୍ବଳ ମୌସୁମୀ ଯୋଗୁଁ ରାଜ୍ଯର ବିଭିନ୍ନ ଜିଲ୍ଲା ମାନଙ୍କ ରେ ବଢିଚାଲିଛି ଦିନର ତାପମାତ୍ରା। ସ୍ବାଭାବିକ ତାପମାତ୍ରା ଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହୁଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ଯ ର ୨୨ ଟି…
Read More...

ଆଇସିୟୁରେ ପଦ୍ମଶ୍ରୀ ବିଜେତା କମଳା ପୂଜାରୀଙ୍କୁ ଜବରଦସ୍ତ ନୃତ୍ୟ କରାଇବାକୁ ନେଇ ବିରୋଧ; ତୁରନ୍ତ କାର୍ଯ୍ୟନୁଷ୍ଠାନ…

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କମଳା ପୂଜାରୀଙ୍କୁ କଟକ ଏସ୍‌ସିବି ଡାକ୍ତରଖାନାରେ ଜଣେ ମହିଳା ସାମାଜିକ କର୍ମୀ ନାଚିବାକୁ ବାଧ୍ୟ କରିଛନ୍ତି। ଯାହାକୁ ପରାଜା ସମାଜ ପକ୍ଷରୁ ନିନ୍ଦା କରାଯାଇଛି। ତେବେ ଅସୁସ୍ଥ ଅବସ୍ଥାରେ ଥିବା…
Read More...

ଡିଜି ରାଙ୍କକୁ ପଦନ୍ନତି ପାଇଲେ ୪ଆଇପିଏସ, ଜାଣନ୍ତୁ ସେମାନେ କିଏ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଡିଜି ପାହ୍ୟାକୁ ପଦାନ୍ନତି ପାଇଛନ୍ତି ରାଜ୍ୟର ଆଉ ୪ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ । ସେମାନେ ହେଲେ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ସିଦ୍ଧାର୍ଥ ମହଦୁ ନରବାଣେ, ଅମ୍ରିତ ମୋହନ ପ୍ରସାଦ ଏବଂ ଶ୍ରୀମତୀ…
Read More...

ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା: ଗିରଫ ହେଲା ବଏଫ୍ରେଣ୍ଡ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡ ଚିତ୍ତକୁ ଗିରଫ କଲା ପୋଲିସ। ଏହି ଘଟଣା ସଂପର୍କରେ ସୂଚନା ଦେଇ ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ, ପରକୀୟା ସଂପର୍କ, ଅବିଶ୍ୱାସ,…
Read More...