Browsing Category

State

ଓଡିଶାରେ ଲୋ-ଭୋଲ୍‌ଟେଜ ସମସ୍ୟା ହେବ ଦୂର, ୭ଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବିଦ୍ୟୁତ ହେଉଛି ବିକାଶର ଜୀବନରେଖା। ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ। ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନ କରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…
Read More...

ଓଡିଶାର ସ୍ୱାର୍ଥକୁ ଭୁଲି ଯାଉଛନ୍ତି ରାଜ୍ୟ ସରକାର, ମହାନଦୀରେ ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ଚେଷ୍ଟା କରନ୍ତୁ:…

ଓଡିଆ ନ୍ୟୁଜ୍(ବ୍ୟୁରୋ): ମଇ ୨୧- ଖରା ଦିନରେ ଓଡିଶା ପଟରେ ମହାନଦୀ ଶୁଖିଲା ପଡିଛି । ଅଣ ମୌସୁମୀ ସମୟରେ ମହାନଦୀରେ ଯେଉଁ ଜଳ ପ୍ରବାହ ରହିବା କଥା, ତାହା ନ ରହିବା ଚିନ୍ତାଜନକ ବିଷୟ । ଏହି ମାମଲା ସୁପ୍ରିମକୋର୍ଟରେ…
Read More...

ଖରାର ପ୍ରକୋପରେ ଅନେକ ରୋଗ ବଢିବା ଆଶଙ୍କା କରାଯାଉଛି, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏପରି ଦେଲେ ଚେତାବନୀ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଖରାର ପ୍ରକୋପ ବଢିବ ସହ ଅସହ୍ୟ ଗୁଳୁଗୁଳି ମଧ୍ୟ ଅନୁଭୂତି ହେଉଛି।ଏହା ପ୍ରଭାବରେ ଅନେକ ରୋଗ ଆଶଙ୍କା ଥିବାକଥା ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଏଭଳି ଆଶଙ୍କାକୁ ନେଇ…
Read More...

ସାବଧାନ୍‌! ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି ମାଙ୍କଡ଼ ପଲ

ପାରାଦୀପ(ଓଡ଼ିଆ ନ୍ୟୁଜ୍‌): ସାବଧାନ୍‌! ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି ମାଙ୍କଡ଼ ପଲ । ଏଭଳି ଆତଙ୍କ ଦେଖାଦେଇଛି ଜଗତସିଂହପୁର ଜିଲ୍ଲାରେ । ଗତ ୩ ଦିନ ମଧ୍ୟରେ କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳରେ ମାଙ୍କଡ଼ ଆକ୍ରମଣରେ…
Read More...

ଲଡ଼ୁବାବାଙ୍କ ମନ୍ଦିର ସାମ୍ନାରେ ୩ ବର୍ଷର ଶିଶୁ ଉପରେ ଚଢିଗଲା ଟ୍ରକ୍‌

ନୟାଗଡ(ଓଡ଼ିଆ ନ୍ୟୁଜ୍‌): ନୟାଗଡ଼ ଶରଣକୁଳ ଲଡୁବାବାଙ୍କ ମନ୍ଦିର ସାମ୍ନାରେ ଅଭାବନୀୟ ଘଟଣା । ରାସ୍‌ତା ପାରି ବେଳେ ଶିଶୁ ଉପରେ ଚଢିଗଲା ଚାଉଳ ବୋଝେଇ ଟ୍ରକ୍ । ଫଳରେ ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଶିଶୁର ବୟସ ୩…
Read More...

ମଙ୍କି ପକ୍ସ ଉପରେ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ: ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ୟୁରୋପୀୟ ଦେଶରେ ମଙ୍କି ପକ୍ସ ଚିହ୍ନଟ ପରେ ଅନ୍ୟସବୁ ଦେଶରେ ଏନେଇ ସତର୍କତା ଜାରି କରାଗଲାଣି । ବିଶେଷ କରି ଭାରତରେ ଏଥି ପାଇଁ ସ୍ପେଶାଲ ଆଡଭାଇଜରି ଜାରି ହୋଇଛି । ତେବେ ଏନେଇ ଆଡଭାଇଜରି ଜାରି…
Read More...

ବକେୟା ଅର୍ଥ ନଦେବାରୁ ମାର୍କେଟ ବିଲ୍ଡିଂର ୩୧ ଦୋକାନ ସିଲ୍

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍ ): ବକେୟା ଅର୍ଥ ନଦେବାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂର ୩୧ ଦୋକାନକୁ ସିଲ କରିଛି ରାଜଧାନୀ ପୂଜା ସମିତି । ସାଢେ଼ ତିନି କୋଟି ଟଙ୍କା ଘର ଭଡ଼ା ବକେୟା ଟଙ୍କା ପୈଠ କରିନଥିବାରୁ ସିଲ୍ କଲା…
Read More...

କମିଶନରେଟ ପୋଲିସ ପଞ୍ଝାରେ ୨ ଠକ, ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକିଥିଲେ ୩୨ ଲକ୍ଷ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍ ): ମେଡିକାଲ କଲେଜ ସିଟ୍ କରେଇଦେବା କହି ଠକିଥିବା ଦୁଇ ଠକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଅଭିମନ୍ୟୁ କୁମାର ସିଂ ଓ ସୁଗତ ଚୌଧୁରୀ ବୋଲି ଜଣାପଡ଼ିଛି । ମେ ୫ରେ…
Read More...

ପରିକ୍ରମା ପ୍ରକଳ୍ପକୁ ନେଇ ମାଳ ମାଳ ମାମଲା, କାମ ଶୀଘ୍ର ଶେଷ କରିବାକୁ ସେବାୟତଙ୍କ ତରଫରୁ ମାମଲା ଦାୟର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଏହି ପ୍ରକଳ୍ପ ପାଇଁ କରାଯାଉଥିବା ନିର୍ମାଣକୁ ବିରୋଧ କରି ହାଇକୋର୍ଟରେ ଦୁଇଟି ଆବେଦନ…
Read More...

ଖୋର୍ଦ୍ଧାରେ କଙ୍ଗାରୁ କୋର୍ଟ ଚଳାଇ ଗିରଫ ହୋଇଥିବା ଗୁରୁଜୀ ମାନସ ରଞ୍ଜନ ଦାସଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ, ସର୍ତ୍ତ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ କଙ୍ଗାରୁ କୋର୍ଟ ଘଟଣାକୁ ନେଇ ଚର୍ଚ୍ଚିାରେ ଥିବା ଗୁରୁଜୀ ଓରଫ ମାନସ ରଂଜନ ଦାସଙ୍କୁ ଓଡିଶା ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ…
Read More...