Browsing Category

State

କାଲି ବଡ଼ଦେଉଳରେ ମିଳିବ ନୀଳାଚଳ ଅବଢ଼ା

ଓଡ଼ିଆ ନ୍ୟୁଜ୍: ଆସନ୍ତା କାଲି ବଡ଼ଦେଉଳରେ ମିଳିବ ନୀଳାଚଳ ଅବଢ଼ା। ୨୭ ଦିନ ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦିକୁ ଫେରିଯିବେ ନୀଳାଦ୍ରିନାଥ। ସ୍ନାନପୂର୍ଣ୍ଣମୀ ପରଠାରୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ…
Read More...

ଆଜି ପବିତ୍ର ‘ନୀଳାଦ୍ରି ବିଜେ’: ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ

ଓଡ଼ିଆ ନ୍ୟୁଜ୍: ଦୀର୍ଘ ୨୭ ଦିନ ଧରି ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦି ଆଜି ପୁଣି ଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆବିର୍ଭାବରେ ହସିଉଠିବ। ସ୍ନାନଯାତ୍ରା ପରର ଅଣସର ଗୁପ୍ତନୀତି ଏବଂ ଜନ୍ମବେଦି ଗୁଣ୍ଡିଚାଘରର ଲୀଳାଖେଳା…
Read More...

ଥାନାରେ ଏତଲା ଦେଲେ ଦାନ ମାଝୀ

ଓଡ଼ିଆ ନ୍ୟୁଜ୍: ଥାନାରେ ଏତଲା ଦେଲେ ଦାନ ମାଝୀ। ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଥାନାରେ ତାଙ୍କ ନାଆଁରେ ଏତଲା ଦେଇଛନ୍ତି ବହୁ ଚର୍ଚ୍ଚିତ ଦାନ ମାଝୀ। ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ଏତଲା ଦେଇଛନ୍ତି। ଦାନ…
Read More...

ପୁଣି ସୀମାନ୍ତରେ ମାଓବାଦୀ ସକ୍ରିୟ, ମାରିଲେ ପୋଷ୍ଟର ଓ ବ୍ୟାନର

ଓଡ଼ିଆ ନ୍ୟୁଜ୍: ପୁଣି ମାଲକାନଗିରି ସୀମାନ୍ତରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି। ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଓ…
Read More...

ମହାନଦୀର ବନ୍ୟାଜଳ ଛୁଇଁଲା ଭଟ୍ଟାରିକା ମନ୍ଦିର

ଓଡ଼ିଆ ନ୍ୟୁଜ୍: ମହାନଦୀର ଉପରମୁଣ୍ଡରେ ଅବିରତ ବର୍ଷା ପରେ ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏହାର ପ୍ରଭାବରେ କଟକ ଜିଲ୍ଲା ବଡ଼ମ୍ବାର ପ୍ରସିଦ୍ଧ ଶକ୍ତିପୀଠ ମାଆ ଭଟ୍ଟାରିକା ମନ୍ଦିର ନିକଟରେ ବନ୍ୟାଜଳ…
Read More...

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ଓଡ଼ିଆ ନ୍ୟୁଜ୍: ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷକରି ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି…
Read More...

୫୩ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ

ଓଡ଼ିଆ ନ୍ୟୁଜ୍: ୫୩ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ।ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ଅକାଳ ବିୟୋଗ ଘଟିଛି। ମାତ୍ର ୫୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ…
Read More...

ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଆସନ୍ତାକାଲି ଛୁଟି

ଓଡ଼ିଆ ନ୍ୟୁଜ୍: ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଆସନ୍ତାକାଲି ଛୁଟି ଘୋଷଣା କରାଯାଇଛି। ଲଘୁଚାପ ବର୍ଷା ପାଇଁ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ  ଓ ଅଙ୍ଗନବାଡି ୨୭ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଛି।…
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ୫ ଗୁରୁତର

ଓଡ଼ିଆ ନ୍ୟୁଜ୍: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍। ଦୁର୍ଘଟଣାରେ ଏକା ପରିବାରର ୫ ଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଜି ଭୋର ସମୟରେ ସୁକିଆବାଉତୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଢେଙ୍କାନାଳ ଜିଲ୍ଲା ରାସୋଳ…
Read More...

୯ ଜିଲ୍ଲାକୁ ରେଡ୍ ଆଲର୍ଟ

ଓଡ଼ିଆ ନ୍ୟୁଜ୍: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗ ଉପକୂଳର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ସହିତ ଓଡ଼ିଶାରେ ପ୍ରବଳ ବର୍ଷାର ସତର୍କତା ଜାରି ରହିଛି। ଏହି ପ୍ରଣାଳୀ ୨୬ ଜୁଲାଇ ସକାଳ ୮.୩୦ ସମୟରେ ସାଗର ଦ୍ୱୀପ…
Read More...