Browsing Category

State

ପେଟ୍ରୋଲ ସରିଯିବା ଗୁଜବ, ମାଲକାନଗିରିରେ ପେଟ୍ରୋଲ୍ ପମ୍ପରେ ଭିଡ଼

ଓଡ଼ିଆ ନ୍ୟୁଜ୍: ମାଲକାନଗିରିର ବିଭିନ୍ନ ପେଟ୍ରୋଲ୍ ପମ୍ପ ଆଗରେ ପ୍ରବଳ ଭିଡ଼। ଯୁଦ୍ଧ ପାଇଁ ପେଟ୍ରୋଲ ସରିଯିବା ଗୁଜବ ପରେ ପ୍ରବଳ ଭିଡ଼। କାଲି ରାତିରୁ ପେଟ୍ରୋଲ ପମ୍ପରେ ଲାଗି ରହିଛି ଲମ୍ବା ଲାଇନ୍। ଗାଡ଼ି ଟାଙ୍କି ଫୁଲ୍‌…
Read More...

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ୍। ଡେରାବିଶ ଛତାଛକ ସ୍ଥିତ ଜଳ ସମ୍ପଦ କାର୍ଯ୍ୟାଳୟରେ ଭିଜିଲାନ୍ସ…
Read More...

୯୦% ମ୍ୟାପିଂ କରାସରିଛି: ମୁଖ୍ୟ ନିର୍ବାଚନ ଅଧିକାରୀ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।୨୦୨୫ ଭୋଟର ତାଲିକାରେ ଅଛନ୍ତି, ୨୦୦୨ରେ ବି ଥିଲେ BLOଙ୍କୁ ଜଣାଇବେ। ୨୦୦୨ରେ…
Read More...

ଗୁଜରାଟ ଭଳି ଓଡ଼ିଶାର ବିକାଶ ହେବ: ଅମିତ ଶାହ

ଓଡ଼ିଆ ନ୍ୟୁଜ୍: ପାରାଦୀପରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ। ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ଶାସନ କରୁଛି। ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି।ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ…
Read More...

୩ ଦିନିଆ ରିମାଣ୍ଡରେ ଖଣିବାବୁ

ଓଡ଼ିଆ ନ୍ୟୁଜ୍: ବଢ଼ିଲା ପୂର୍ବତନ ଖଣି ଉପନିର୍ଦ୍ଦେଶକଙ୍କ ଅଡୁଆ।କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ ମାମଲା।୩ ଦିନିଆ ଭିଜିଲାନ୍ସ ରିମାଣ୍ଡରେ ଯିବେ ଦେବବ୍ରତ।ମାର୍ଚ୍ଚ ୭ ଯାଏ ଖଣି ବାବୁଙ୍କୁ ଜେରା କରିବ…
Read More...

ରାଜ୍ୟସଭା ନିର୍ବାଚନ, ୫ ଜଣଙ୍କ ପ୍ରାର୍ଥିପତ୍ର କାଏମ

ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ନିର୍ବାଚନରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର।ଯାଞ୍ଚ ପରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର।୬ ଜଣ ନାମାଙ୍କନ କରିଥିବା ବେଳେ ଜଣଙ୍କ ପ୍ରାର୍ଥିପତ୍ର ନାକଚ।ବିଜେଡିର ସଂତୃପ୍ତ ମିଶ୍ର, କମନ…
Read More...

ଓଡିଶାର ଔଦୋଗିକ ବିକାଶର ସମ୍ଭାବନା CISF ବିନା ଅସମ୍ଭବ: ଅମିତ ଶାହ

ଓଡ଼ିଆ ନ୍ୟୁଜ୍: ମୁଣ୍ଡଳି CISF କ୍ୟାମ୍ପରେ ଅମିତ ଶାହଙ୍କ ସମ୍ବୋଧନ।CISF ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ।ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡ଼ି ଧରିଛି CISF।ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF।ଦେଶର…
Read More...

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ୍ ହୋଇଛି: ସଂତୃପ ମିଶ୍ର

ଓଡ଼ିଆ ନ୍ୟୁଜ୍: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବଡ ବୟାନ । ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବଡ଼ ବୟାନ । ସେ କହିଛନ୍ତି ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ୍…
Read More...

ଓଡିଶା ଆସୁଛନ୍ତି ଅମିତ ଶାହ

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଛି । ଅମିତ ଶାହଙ୍କ ସ୍ଵାଗତ ସହ ଉଦ୍‌ଘାଟିତ ଓ ଶିଳାନ୍ୟାସ ସମ୍ପର୍କିତ ବଡ଼ ବଡ଼ ହୋର୍ଡିଂ ।…
Read More...

ଖାମେନେଇଙ୍କ ମୃତ୍ୟୁରେ ଭାରତର ଶୋକ

ଓଡ଼ିଆ ନ୍ୟୁଜ୍: ଇରାନ ସୁପ୍ରିମ ଲିଡର ଖାମେନେଇଙ୍କ ମୃତ୍ୟୁରେ ଭାରତର ଶୋକ। ନୂଆଦିଲ୍ଲୀ ସ୍ଥିତ ଦୂତାବାସରେ ପହଞ୍ଚି ଶୋକ ଜଣାଇଲେ ବୈଦେଶିକ ସଚିବ।ଭାରତ ପକ୍ଷରୁ ଶୋକ ପୁସ୍ତକରେ ସ୍ବାକ୍ଷର କଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି।…
Read More...