Browsing Category

State

‘ସର୍ଭେ ଶୈଳୀ’ ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉପହାସ: ଅଭିଯୋଗ ଆଣିଲା ବିଜେପି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): “ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ; ବାଛି ବାଛି କରିଦେଲେ ପଡିଆ, ଶ୍ରାବଣ ମାସରେ ଭାଙ୍ଗେ ନଡିଆ; ଏମନ୍ତ ଭୂଇଁ, ଚାଗୁଣ୍ଡା ବୁଣିଲେ ଉଠଇ ନାହିଁ” ଭଳି ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଏବଂ…
Read More...

ଓଡ଼ିଶାରେ ଡ୍ରାଇଭର ସଂଘର ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ, ଡ୍ରାଇଭର ବନ୍ଧୁ ମାନଙ୍କ ସହ ଭଲ ଭାବେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଡ୍ରାଇଭର ମାନଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକମାନେ ହଇରାଣ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କର ଦାବିକୁ ଗୁରୁତ୍ୱର ସହ ନେଇ ନିଜ ଉପସ୍ଥିତିରେ ସମସ୍ତ ଡ୍ରାଇଭର ସଂଘ ସହ ଆଲୋଚନା କରି…
Read More...

ଆଜି ସନ୍ଧ୍ୟା ସୁଦ୍ଧା ଜାତୀୟ ରାଜପଥ ଫାଙ୍କା ନ କଲେ ଆସନ୍ତାକାଲି ଠାରୁ ବସ ବନ୍ଦ, ସୂଚନା ଦେଲେ ବସ ମାଲିକ ସଂଘର ସାଧାରଣ…

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜ୍ୟ ଘରୋଇ ବସ ମାଲିକ ସଂଘର କଡ଼ା ଆଭିମୁଖ୍ୟ । ଆଜି ସନ୍ଧ୍ୟା ସୁଦ୍ଧା ଜାତୀୟ ରାଜପଥ ଫାଙ୍କା ନ କଲେ ଆସନ୍ତାକାଲି ଠାରୁ ବସ ବନ୍ଦ କରିବାକୁ ବାଧ୍ୟ ହେବୁ ବୋଲି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର…
Read More...

କାଲିଠାରୁ ସମ୍ପୂର୍ଣ୍ଣ ବଦଳିଯିବ ପାଗ, ଆଜିଠାରୁ ହିଁ ପଶ୍ଚିମା ଝଡ଼ର ପ୍ରଭାବ ଅନୁଭୂତ ହୋଇଛି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜିଠାରୁ ହିଁ ପଶ୍ଚିମା ଝଡ଼ର ପ୍ରଭାବ ଅନୁଭୂତ ହୋଇଛି। ଆଜି ସକାଳୁ ରାଜ୍ୟରେ ପାଗ ଆଂଶିକ ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଅନୁଭୂତ ହୋଇଛି। ଆସନ୍ତାକାଲି ପାଗ ସମ୍ପୂର୍ଣ୍ଣ…
Read More...

ମାଟ୍ରିକ ପରୀକ୍ଷା ପରିଚାଳନାରେ ଅନିୟମିତତା, ଦୁଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାଟ୍ରିକ ପରୀକ୍ଷା ପରିଚାଳନାରେ ଅନିୟମିତତା କରିଥିବା ଅଭିଯୋଗରେ ଦୁଇ ଜଣ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ। କଟକ ଜିଲ୍ଲା ନରସିଂହପୁର ଯୋଡୁମ ହାଇସ୍କୁଲ…
Read More...

ବଇରୀ ସାଜିଲା ମା: ତିନି ବର୍ଷର ଶିଶୁକୁ ମାଡ଼ ନିର୍ଯ୍ୟାତନା ସହ ଦେଲା ଚେଙ୍କ, ଶିଶୁ ପୁତ୍ରକୁ ଉଦ୍ଧାର କଲା ଶିଶୁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବଇରୀ ସାଜିଲା ମା। ନିଜର ତିନି ବର୍ଷର ଶିଶୁପୁତ୍ରକୁ ମାଡ଼, ନିର୍ଯ୍ୟାତନା ସହ ଦେଲା ଚେଙ୍କ। ଏଭଳି ଅମନବୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଂଚଳରେ। ଖବର ପାଇ ଶିଶୁ ସୁରକ୍ଷା ୟୁନିଟ ଶିଶୁ…
Read More...

ପ୍ରବନ୍ଧ ସଂକଳନ “କଳ୍ପନାର ବାସ୍ତବତା”ର ଲୋକାର୍ପଣ ସମାରୋହରେ କେନ୍ଦ୍ରମନ୍ତ୍ରୀ,ଓଡ଼ିଆ ଜାତି ଓ ଅସ୍ମିତାକୁ ଆଗକୁ ନେବା…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଯେଉଁ ସଭ୍ୟତାରେ ସମ୍ରାଟ ଖାରବେଳ ଶାସନ କରିଛନ୍ତି, ଡକ୍ଟର ପ୍ରତିଭା ରାୟ ‘ଯାଜ୍ଞସେନୀ’ ପରି ମହିଳାଙ୍କ ଭାବାବେଗକୁ ବୁଝିବା ଭଳି କାଳଜୟୀ ପୁସ୍ତକ ଲେଖିଛନ୍ତି ଏବଂ ଅନେକ ସାହିତ୍ୟିକଙ୍କୁ ତିଆରି…
Read More...

ବଢ଼ିପାରେ ବିଧାୟକଙ୍କ ଦରମା, ଦୁଇ ଗୁଣରୁ ଅଧିକ ବଢ଼ାଇବାକୁ କମିଟି ପ୍ରସ୍ତାବ ଦେଇଥିବା ସୂଚନା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ତେଲେଙ୍ଗାନାରେ ବିଧାୟକଙ୍କ ମାସିକ ଦରମା ଓ ଭତ୍ତା ଅଢ଼େଇ ଲକ୍ଷ ଟଙ୍କା। ମହାରାଷ୍ଟ୍ରରେ ୨ ଲକ୍ଷ ୩୨ ହଜାର ଓ କର୍ଣ୍ଣାଟକରେ ବିଧାୟକଙ୍କୁ ମିଳୁଛି ୨ ଲକ୍ଷ ଟଙ୍କା । ୟୁପିରେ ଏକ ଲକ୍ଷ ୮୭ ହଜାର ଟଙ୍କା…
Read More...

ବିଭିନ୍ନ ସମବାୟ ସମିତି ଏବଂ ରାଜ୍ୟ ଗୋଦାମ ନିଗମରେ ଚାକିରି ପାଇଲେ ୧୮୪ ଜଣ ଅଧିକାରୀ, ନିଯୁକ୍ତ କରାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ବିଭିନ୍ନ ସମବାୟ ସମିତି ଏବଂ ରାଜ୍ୟ ଗୋଦାମ ନିଗମରେ ୧୮୪ ଜଣ ଅଧିକାରୀ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୪ ଜଣ ଇନ୍ସପେକ୍ଟର କୋଅପରେଟିଭ୍ ସୋସାଇଟି ଭାବରେ ଯୋଗ ଦେଇଥିବାବେଳେ ୫୫ ଜଣ ଅଡିଟର…
Read More...

ଅନଲାଇନ ଗେମିଙ୍ଗ ଓ ବେଟିଂ ଆପର ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ, ଓଡ଼ିଶାରୁ ଲଚିଛି କୋଟି କୋଟି ଟଙ୍କା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନଲାଇନ ଗେମିଙ୍ଗ ଓ ବେଟିଂ ଅପ 18football. Comକମ୍ପାନୀ ଠକେଇ ମାମଲା ରେ ଇଓଡବ୍ଲ୍ୟୁ ରାଜସ୍ଥାନର ଉଦୟପୁରରୁ ନବୀନ ପରିୱାର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ନବୀନଙ୍କୁ ମିଶାଇ 3ଜଣଙ୍କୁ…
Read More...