Browsing Category

State

ଚଳିତ ମାଟ୍ରିକ ପରୀକ୍ଷାରେ ୨୦ହଜାର ପିଲା ଅନୁପସ୍ଥିତ ରହିଛନ୍ତି, ମନ୍ତ୍ରୀ ଓ ସଚିବ କହିଲେ ହାଉସ ହୋଲ୍ଡ଼ ସର୍ଭେ କରାଯିବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଏ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଡାଟା ଆମ ପାଖକୁ ଆସିନାହିଁ ଯେ କେତେ ପିଲା ଅନୁପସ୍ଥିତ ଅଛନ୍ତି । ପରୀକ୍ଷା ସାରିଲେ ତାହା ଜଣାଯିବ। ବଡ କଥା ହେଉଚି ଯେଉଁ ୧୪ହଜାର ପିଲା ସମିଟିଭ ୧ ଦେଇନାହାନ୍ତି…
Read More...

ବିଜେପିରେ ସାମିଲ ହେଲେ ଅଭିନେତ୍ରୀ ଜିନା ସାମଲ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେପିରେ ସାମିଲ ହେଲେ ଓଲିଉଡର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ସେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସ୍ୱାମୀ ଅଭିନେତା ରୁଦ୍ର…
Read More...

ଶିକ୍ଷା, ନିଯୁକ୍ତି, ସରକାରୀ ଯୋଜନା ସହ ସଂଯୋଗ ଓ ସମ୍ବେଦନଶୀଳତା ହିଁ ଆଣି ପାରିବ ପରିବର୍ତ୍ତନ: କେୟାର ଲିଭରମାନଙ୍କ…

ଓଡିଆ ନ୍ୟୁଜ(ବ୍ୟୁରୋ): ସାବାଳକ ହୋଇ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରୁ ବାହାରିଲା ପରେ ଅନାଥ ବାଳକ ବାଳିକାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଥି ମଧ୍ୟରୁ ପ୍ରମୁଖ ହେଲା ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣ, ଉଚ୍ଚ…
Read More...

ଗୋଖାଦ୍ୟ ‘ଚୋକଡ଼’ ଉପରେ ୪ ପ୍ରତିଶତ ଭାଟ ଲାଗୁ ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୋଖାଦ୍ୟ 'ଚୋକଡ଼' ଉପରେ ୪ ପ୍ରତିଶତ ମୂଲ୍ୟଯୁକ୍ତ କର (ଭାଟ) ଲାଗୁ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଓଡିଶା ହାଇକୋର୍ଟ। ଭାଟ ନିୟମାବଳୀ ଅନୁସାରେ ଚୋକଡ଼ ଉପରେ କୌଣସି କର ଲାଗୁ କରାଯାଇ ନଥିଲା।…
Read More...

ଆଜି ବିଶ୍ବ ପାଇପ ମିସ୍ତ୍ରୀ ଦିବସ: ପାଇପ ମିସ୍ତ୍ରୀଙ୍କୁ ଦିଆଗଲା କର୍ମବୀର ସେବା ସମ୍ମାନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ବିଶ୍ବ ପାଇପ ମିସ୍ତ୍ରୀ ଦିବସ ଅବସରରେ ଭୁବନେଶ୍ବରରେ ଥିବା ପାଇପ ମିସ୍ତ୍ରୀଙ୍କୁ ବି ଫର ଭୁବନେଶ୍ୱର ସାମାଜିକ ସଂଗଠନ ଦ୍ବାରା କର୍ମବୀର ସେବା ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ବରରେ ଘର କରି…
Read More...

କଟକ: ଠାକୁରଙ୍କ ଖଟୁଲିରେ ନିଆଁ ଲାଗି ଘରକୁ ବ୍ୟାପିଲା ନିଆଁ, ଅଗ୍ନିଶମ ବିଭାଗ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କଲେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ଯୋବ୍ରା ନୂଆସାହିରେ ଏକ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଠାକୁର ଘର ଦୀପରୁ ନିଆଁ ଲାଗି ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।…
Read More...

କଂଗ୍ରେସ ଦଳର ବରିଷ୍ଠ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ଘରେ ବିଜୟ ପଟ୍ଟନାୟକ, ମନଭଞ୍ଜନ ପାଇଁ କଲେ ଉଦ୍ୟମ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପିସିସି କମିଟି ଗଠନ ପୂର୍ବରୁ ଚିରଞ୍ଜିବଙ୍କୁ ମାନସ ମନ୍ଥନ ପାଇଁ ଉଦ୍ୟମ।  କଂଗ୍ରେସ ଦଳର ବରିଷ୍ଠ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ଘରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନୂତନ ଭାବରେ…
Read More...

ଆଜିଠୁ ବଦଳିବ ପାଗ, ପୁଣି କଲବଲ କରିବ ଖରା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜିଠୁ ପୁଣି କଲ ବଲ କରିବ ଖରା। ବଦଳିବ ପାଗ । ତତଲା କଡ଼େଇରେ ସିଝିବ ଓଡ଼ିଶା । ପଶ୍ଚିମା ଝଡ଼ର ପ୍ରଭାବ କମିଥିବା ବେଳେ ଆଜିଠୁ ପୁଣି ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ…
Read More...

ନୂଆଦିଲ୍ଲୀରୁ ବିପର୍ଯ୍ୟୟ ପରିଚାଳନା ପାଇଁ ପାଇଥିବା ପୁରସ୍କାର ନେଇ ଓଡିଶା ଫେରିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌‌ଡମା)କୁ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୩’ ରେ ପୁରସ୍କୃତ ହେବା…
Read More...

ବାଙ୍କୀର ବିଭିନ୍ନ ଅଂଚଳରେ ଥିବା ଛୋଟ ଛୋଟ ଜଙ୍ଗଲରେ ଲାଗିଛି ନିଆଁ, ଗୋଟେଠି ଲିଭାଇଲେ ପୁଣି ଗୋଟେ ଠି ଲାଗିଯାଉଛି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାଙ୍କୀର ବିଭିନ୍ନ ଅଂଚଳରେ ଥିବା ଛୋଟ ଛୋଟ ଜଙ୍ଗଲରେ ନିଆଁ ଲାଗିଛି। ଗତକାଲି ରାତିରେ ବାଙ୍କୀ ବ୍ଲକର ବଲଭଦ୍ରପୁର ପଞ୍ଚାୟତର ଗୋପୀନାଥପୁର ବାଉଁଶ ଜଙ୍ଗଲରେ ନିଆଁ ଲାଗିଥିଲା। ସ୍ଥାନୀୟ ଲୋକେ ଖବର…
Read More...