Browsing Category

Uncategorized

ସ୍କୁଟି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର: ମିଶନ୍‌ ଶକ୍ତି ମାଧ୍ୟମରେ ମହିଳମାନଙ୍କୁ ସଶକ୍ତ କରିବା ଦିଗରେ ଆଉ ଏକ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ । ତେବେ ମିଶନ ଶକ୍ତିରେ ମହିଳା ମାନଙ୍କୁ ସ୍କୁଟି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ…
Read More...

ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ

ଓଡିଆ ନ୍ୟୁଜ, ଭୁବନେଶ୍ବର : ବିଜେଡିରୁ ପୁଣି ସସପେଣ୍ଡ ହେଲେ ଜିଲ୍ଲା ସାଧାରଣ ସମ୍ପାଦକ । ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ବଡ଼ ଆକ୍ସନ । ତେବେ ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ, ଏବେଠାରୁ…
Read More...

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ

ଓଡ଼ିଆ ନ୍ୟୁଜ, ଭୁବନେଶ୍ବର : ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଯାଉଅଛି ୫ଟି ମଲ୍ଟି ସୁପର ହସ୍ପିଟାଲ । ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରହିଛି । ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ…
Read More...

ଆଲାସ୍କାରେ ଭାରତ-ଆମେରିକା ସୈନ୍ୟଙ୍କ ମିଳିତ ସମରାଭ୍ୟାସ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭାରତ- ଓ ଆମେରିକା ସୈନ୍ୟଙ୍କ ମିଳିତ ସମରାଭ୍ୟାସ। ଆମେରିକାର ଆଲାସ୍କାରେ  ‘ଏକ୍ସସରସାଇଜ ଯୁଦ୍ଧ ଅଭ୍ୟାସ’ର ୧୯ତମ ସଂସ୍କରଣ। ଭାରତ ଓ ଆମେରିକା ସେନା ମିଳିତ ଭାବେ ସମରାଭ୍ୟାସ କରୁଛନ୍ତି। ଭାରତୀୟ…
Read More...

ଫିଲ୍ମରେ ‘ନୋ କିସିଂ’ ପଲିସ ଆପଣେଇ ଥିବା ରବିନା ଟଣ୍ଡନ କିସକୁ ନେଇ କଣ କହିଲେ ଜାଣନ୍ତୁ..

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ନବେ ଦଶକର ବଲିଉଡର ହଟ୍ ଗର୍ଲ ରବୀନା ଟଣ୍ଡନ।  ବଲିଉଡରେ ଦୀର୍ଘ ୩୦ ବର୍ଷରୁ ଅଧିକ ଅଭିନୟ କରିଛନ୍ତି ରବିନା। ତାଙ୍କ ଫିଲ୍ମ କ୍ୟାରିଅର ଭିତରେ ରବୀନା ବହୁ ହିଟ୍‌ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ମନ…
Read More...

ବଢିଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଅଧ୍ୟକ୍ଷ ନୀତିନ ଗୁପ୍ତାଙ୍କ କାର୍ଯ୍ୟକାଳ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବଢିଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଅଧ୍ୟକ୍ଷ ନୀତିନ ଗୁପ୍ତାଙ୍କ କାର୍ଯ୍ୟକାଳ। କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳ ବଢାଇଛନ୍ତି। ଆଜି ସରୁଥିବା ବେଳେ ଠିକା ଭିତ୍ତିରେ ତାଙ୍କ…
Read More...

ବେଲୁଚିସ୍ତାନର ମସଜିଦ୍‌ ନିକଟରେ ଆତ୍ମଘାତୀ ବିସ୍ଫୋରଣ, ୫୨ ମୃତ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବେଲୁଚିସ୍ତାନର ମସଜିଦ୍‌ ନିକଟରେ ଆତ୍ମଘାତୀ ବିସ୍ଫୋରଣ। ଏହି ବିସ୍ଫୋରଣରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ଭିତରେ କିଛି ପୋଲିସ କର୍ମଚାରୀ ରହିଛନ୍ତି। ଏହି…
Read More...

ଦୁଆରଶୁଣି ଘାଟିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ସ୍ୱାମୀ-ସ୍ତ୍ରୀ ମୃତ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମୟୂରଭଞ୍ଜରେ ମର୍ମନ୍ତୁଦଃ ସଡ଼କ ଦୁର୍ଘଟଣା। ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘାଟିରେ ଟ୍ରକ- ବାଇକ…
Read More...

ପୋଡିୟମ ତଳେ ଧାରଣାରେ ବସିଲେ ଗୋପାଳପୁର ବିଧାୟକ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଗୃହରେ ଧାରଣାରେ ବସିଲେ ଗୋପାଳପୁର ବିଧାୟକ । ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ଦିଆନଯିବା ପ୍ରତିବାଦରେ ପୋଡିୟମ ତଳେ ଧାରଣାରେ ବସିଲେ ଗୋପାଳପୁର…
Read More...

ମୋଦିଙ୍କୁ ପ୍ରଂଶସା କଲେ ନବୀନ, ୧୦ରୁ ଦେଲେ ୮ ନମ୍ବର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ ପ୍ରଶ୍ନ କରଯାଇଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିଛି କଣ କହିବେ ।…
Read More...