ଚୀନର ବୈଦେଶିକ ମନ୍ତ୍ରୀ ନିଖୋଜ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚୀନରୁ ଆସିଛି ଏକ ବଡ଼ ଖବର । ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରୀ କିନ୍ ଗାଙ୍ଗ୍ ୩ ସପ୍ତାହ ହେବ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି । ସେ କେଉଁଠାରେ ଅଛନ୍ତି ସେ ବିଷୟରେ ଏଯାଏଁ କେହି ବି କିଛି ଖବର ପାଉନାହାଁନ୍ତି । ଚୀନରରେ ରାଜନୈତିକ ଗତିବିଧି ପରିବର୍ତ୍ତନ ହେଉଥିବା ସମୟରେ ତାଙ୍କର ନିଖୋଜ ହୋଇଯିବା ଏବେ ପୁରା ଦେଶରେ ଚିନ୍ତାର କାରଣ ପାଲଟିଛି ।

ଜଳବାୟୁ ସଙ୍କଟ ଉପରେ ଆଲୋଚନା କରିବାକୁ ଆମେରିକା ରାଜନୟିକ ଜନ କୈରୀ ଚୀନରେ ପହଞ୍ଚିଥିବାବେଳେ ବିଦେଶ ମନ୍ତ୍ରୀ କିନ୍ ଗାଙ୍ଗଙ୍କର ଏଭଳି ନିଖୋଜ ହୋଇଯିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏହାକୁ ନେଇ ଚୀନରେ ହଟଚମଟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.