ମୁଖ୍ୟମନ୍ତ୍ରୀଙ୍କ ପାଣ୍ଡୁ ନିଶାନା

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଖରିଆର ରୋଡ୍‌ରେ ମୁଖ୍ୟମନ୍ତ୍ରୀଙ୍କ ତେର୍ଚ୍ଛା ନିଶାନା। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିମା କହି ତାଚ୍ଛଲ୍ୟ କଲେ। ସିଏ ‘ପାଣ୍ଡୁ’ ନା ଆଉ କିଏ ଆପଣମାନେ ଜାଣନ୍ତି। ‘ପାଣ୍ଡୁ ଷ୍ଟେଜ୍‌ ଚଢ଼ିବା ବେଳେ ଅନ୍ୟ ନେତାଏ ଟେଣ୍ଟ ବାନ୍ଧୁଥିଲେ’।‘ ନବୀନ ବାବୁଙ୍କୁ ଦେଖା କରିବାକୁ ଚାହୁଁଥିଲେ ବି କରିପାରୁ ନ ଥିଲେ’।‘ଆଜି ସମୟ ବଦଳିଛି, ବିଜେପି ସରକାର ଆସିଛି’।‘ସବୁ ଅଞ୍ଚଳରେ ବିକାଶ ପାଇଁ ଆମ ସରକାର କାମ କରୁଛି’।ଗୋଟିଏ ମଧ୍ୟବିତ୍ତ ପରିବାର ବର୍ଷକୁ ୩୮ ହଜାର ପର୍ଯ୍ୟନ୍ତ ପାଇଲେଣି।

Leave A Reply

Your email address will not be published.