ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପାଞ୍ଚକୁ ବୃଦ୍ଧି

0

୨౦.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : କରୋନା ଭାଇରସ ଦିନକୁ ଦିନ ତାହାର କାୟା ବିସ୍ତାର କରିବାକୁ ଲାଗିଛି l ଚୀନର ଉହlନ ସହରରୁ ଏହି ଭାଇରସ ଆରମ୍ଭ ହୋଇ ଏତେ ସାରା ବିଶ୍ୱକୁ ଗ୍ରାସିବାକୁ ଲାଗିଲାନି I ଚୀନ, ଇଟାଲୀ ଭଳି ଦେଶର ଲୋକେ ଏହି ଭାଇରସରେ ପ୍ରଚୁର ମାତ୍ରାରେ କବଳିତ l ଧୀରେ ଧୀରେ ଭାରତ ମୁଂହl ଏହି ଭାଇରସ I ଭାରତରେ ଏହି ଭାଇରସ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨୦୦ରେ ପହଁଚିଥିବାବେଳେ ମୃତୁ ସଂଖ୍ୟା 5 ରେ ପଂହଁଚିଲାଣି l ଆଜି ସକାଳେ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି l ଉକ୍ତ ବ୍ୟକ୍ତି ଜଣକ ଇଟାଲୀରୁ ଫେରିଥିଲେ ବୋଲି ଜଣାଯାଇଛି l

Leave A Reply

Your email address will not be published.