ଦଣ୍ଡନାଚ ପଡିଲା ମହଙ୍ଗା

0

କରୋନା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ସବୁଆଡ଼େ ସଚେତନ ଏବଂ ସଜାଗ ଥିବାବେଳେ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ଭିନ୍ନ ଏକ ଚିତ୍ର l

ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକସଣ୍ଢା ଗ୍ରାମର କିଛି ଦାଣ୍ଡିଆ ଏକତ୍ରୀତ ହୋଇ ମନ୍ଦିର ପୂଜା କରୁଥିବା ବେଳେ ଗତକାଲି ଗାଙ୍ଗପୁର ଡିଏସପି ଏବଂ ଥାନା ଅଧିକାରୀ ଧୀରେନ୍ କୁମାର ଦାସ ଚଢାଉକରି ପାଞ୍ଚ ଜଣ ଦାଣ୍ଡିଆଙ୍କୁ ଗିରଫ୍ କରିଛନ୍ତି l

ସେହିପରି ନାଟେଙ୍ଗା ପଞ୍ଚାୟତ ଅନ୍ତର୍ଗତ ବଲିଭlଗ ଗ୍ରାମର ଦଣ୍ଡନାଚ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ପୁଲିସ କୌଣସି ସୁତ୍ରରୁ ଖବର ପାଇ ଚାରି ଜଣକୁ ଗିରଫ୍ କରିବା ସହ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି l

Leave A Reply

Your email address will not be published.