ଆପଣ ଜାଣନ୍ତି କି ସାମନ୍ଥା ତାଙ୍କର ଗୋଟିଏ ଇନଷ୍ଟାଗ୍ରାମ୍ ପୋଷ୍ଟ ପାଇଁ କେତେ କୋଟି ନିଅନ୍ତି, ଜାଣନ୍ତୁ…

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ ତଖା ସୁପରଷ୍ଟାର ନାଗାର୍ଜୁନାଙ୍କ ବହୂ ବା ନାଗା ଚୈତନ୍ୟଙ୍କ ପୂର୍ବତନ ପତ୍ନୀ ସାମନ୍ଥା ଏବେ ଶୋସିଆଲମିଡିଆରେ ପୁରା ଆକ୍ଟିଭ୍ ଅଛନ୍ତି । ସୋସିଆଲ ମିଡିଆରେ ପ୍ରତିଦିନ ତାଙ୍କର ନୂଆ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଆପଣ ଜାଣନ୍ତି କି ସାମନ୍ଥା ତାଙ୍କର ଗୋଟିଏ ଇନଷ୍ଟାଗ୍ରାମ୍ ପୋଷ୍ଟରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି।

https://www.instagram.com/p/CedeaIbrGAg/?utm_source=ig_embed&ig_rid=10e8dfa2-ac41-4c8f-b918-c84eb02e4a22

ତେବେ କହିରଖୁ କି, ସାମନ୍ଥା ପ୍ରତିଦିନ ଇନଷ୍ଟାଗ୍ରାମରେ ନିଜର ନୂଆ ଫଟୋ ଭିଡିଓ ସେୟାର କରନ୍ତି। ଯେଉଁଥିରେ ସେ ଅଧିକାଂଶ ବ୍ରାଣ୍ଡର ପ୍ରମୋସନ କରୁଥିବା ମଧ୍ୟ ଦେଖାଯାଏ। ନିକଟରେ ସାମନ୍ଥା ଇନଷ୍ଟାଗ୍ରାମରେ ବିକିନିରେ ଏକ ଫଟୋ ସେୟାର କରିଛନ୍ତି। ସେ ସୋସିଆଲ ମିଡିଆରେ ଏହି ବିକିନି ବ୍ରାଣ୍ଡର ପ୍ରମୋସନ ପାଇଁ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି। ଖବର ଅନୁଯାୟୀ, ଇନଷ୍ଟାଗ୍ରାମରେ ଏହି ବ୍ରାଣ୍ଡଗୁଡିକ ପୋଷ୍ଟ କରିବା ଏବଂ ପ୍ରମୋସନ କରିବା ପାଇଁ ସାମନ୍ଥା ପ୍ରାୟ ୨ ରୁ ୩ କୋଟି ଟଙ୍କା ନେଇଛନ୍ତି।

Leave A Reply

Your email address will not be published.