ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଘରେ ହଳଦିଆ ରଙ୍ଗର କଦଳୀ ଦେଖିଥିବେ । ବେଶ୍ କମ୍ ସ୍ଥାନରେ କଳା କଦଳୀ ଦେଖିବାକୁ ମିଳିଥାଏ । ଏହା ସାଧାରଣ କଦଳୀ ଠାରୁ ବେଶ୍ ଲାଭଦାୟକ । ଆଂଟିବାୟୋଟିକ ରୂପେ ବ୍ୟବହାର ହେଉଥିବା ଏହି କଳା ହଳଦୀକୁ ବିଭିନ୍ନ ରୋଗରେ ଉପଚାର ପାଇଁ ବ୍ୟବହାର କରାଯାଏ ।
ବିଶେଷ କରି ଓଡ଼ିଶାା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତର ପୂର୍ବ ଅଂଚଳରେ ମିଳୁଥିବା ଏହି ଦୁର୍ଲଭ ହଳଦୀକୁ ବ୍ୟବହାର କରି କ୍ୟାନସର ଏବଂ ଆସ୍ଥମା ଭଳି ରୋଗର ଉପଚାର ମିଳିଥାଏ
ଏହି ହଳଦୀରେ ଇଭୁପ୍ରୋଭିନ ଅଧିକ ମାତ୍ରାରେ ରହିଛି । ଏହା ଦ୍ୱାରା ପୁରୁଣା ଅର୍ଥରାଇଟର୍ସ ଯନ୍ତ୍ରଣାକୁ ଭଲ କରାଯାଇପାରେ ।
କେବଳ ସେତିକି ନୁହେଁ କୁାଣ୍ଡଇ ହେବା, ପେଟ ସମସ୍ୟା, ଅଲସର, କୋଲନ କ୍ୟାନସର, ଫୁୁସଫୁସ ଜନିତ ରୋଗକୁ ଦୂର କରିବାରେ ମଧ୍ୟ କଳା ହଳଦୀ ବେଶ୍ ସହାୟକ ହୋଇଥାଏ । ଏହି କଳା ହଳଦୀକୁ ଔଷଧ ତିଆରି କରିବାରେ ବ୍ୟବହାର କରାଯାଏ ।
ଆସ୍ଥମା, କ୍ୟାନସର, ଜ୍ୱର, ବ୍ରଣ, ଆଲର୍ଜି, ମାଇଗ୍ରେସନ ,ଲେପ୍ରୋସି ଭଳି ରୋଗର ଉପଚାର ପାଇଁ ତିଆରି କରାଯାଉଥିବା ମେଡ଼ିସିନ କଳା ହଳଦୀରେ ପ୍ରସ୍ତୁତ କରାଯାଇଥାଏ । କଳା ହଳଦୀର ପତ୍ରକୁ ଶୁଖାଇ ପାଉଡ଼ର ତିଆରି କରି ଏଥିରେ ଅଳ୍ପ ମହୁ ମିଶାଇ କ୍ଷୀର ସହ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
ଏହି ହଳଦୀର ପତ୍ରକୁ ଚୋବାଇ ଖାଇବା ଦ୍ୱାରା ପେଟ ସମସ୍ୟା ତଥା ଗ୍ୟାସଟିକ ଭଳି ସମସ୍ୟାରୁ ମୁକ୍ତିି ମିଳିଥାଏ । ଏହାର ଶାଖା ଗୁଡ଼ିକ କୋଲେଷ୍ଟ୍ରୋଲ କମ କରିବା ପାଇଁ ସହାୟତା କରିଥାଏ । ଏଥିପାଇଁ ଆର୍ୟୁବେଦିକ ଶାସ୍ତ୍ରରେ କଳା କଦଳୀର ବିଶେଷ ଚାହିଦା ରହିଛି ।