ଓଡ଼ିଆ ନ୍ୟୁଜ୍: ବିଜେଡି ନେତା ବବି ଦାସଙ୍କ ନାଁରେ ଲିଖିତ ଅଭିଯୋଗ। କୋମନା ଥାନାରେ ଲିଖିତ ଅଭିଯୋଗ କଲେ ଜନୈକ ଯୁବକ।ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ଲିଖିତ ଅଭିଯୋଗ।

ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି ମାଡ଼ ମାରିଥିବା ଅଭିଯୋଗ। ଅଶ୍ଳୀଳ ଭାଷାରେ ଗାଲିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ?କାହିଁକି ବିଜେପିରେ ବୁଲୁଛୁ କହି ପିଟିଥିବା ଅଭିଯୋଗ। ପୋଲିସ ଉଦ୍ଧାର କରିନଥିଲେ ଜୀବନ ପାଇ ପାରିନଥାନ୍ତି: ଅଭିଯୋଗକାରୀ।