ଓଡ଼ିଆ ନ୍ୟୁଜ୍: ପୀତବାସ ହତ୍ୟା: ବ୍ରହ୍ମପୁର ଏସ୍ପିଙ୍କ ଏକ ବୟାନକୁ ନେଇ ହାଇକୋର୍ଟ ଖପ୍ପା।ଘଟଣାର ପର୍ଦ୍ଦାଫାସ୍ ବେଳେ ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଅଡୁଆରେ ଏସ୍ପି।ମନ୍ତବ୍ୟକୁ ନେଇ ବ୍ରହ୍ମପୁର ଏସ୍ପିଙ୍କୁ ଜବାବ ତଲବ କଲେ ହାଇକୋର୍ଟ।ଏସ୍ପିଙ୍କ ବୟାନକୁ କାହିଁକି ଅଦାଲତ ଅବମାନନା ଭାବେ ଧରାନଯିବ ପ୍ରଶ୍ନ କଲେ।ଏନେଇ ଆସନ୍ତା ୭ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ।
ପୀତବାସ ହତ୍ୟାର ପ୍ରେସ୍ମିଟରେ ନିର୍ବାଚନ ମାମଲା କଥା ଉଠାଇଥିଲେ ଏସ୍ପି।ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ୍ ଲିଙ୍କ ଥିବା କହିଥିଲେ ଏସ୍ପି। ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲା କମନ୍ ଲିଙ୍କ ଥିଲା କହିଥିଲେ।ଶିବ ଶଙ୍କର ମାମଲା କରିଥିଲେ, ବିକ୍ରମ ଖର୍ଚ୍ଚ ବହନ କରୁଥିଲେ ବୋଲି କହିଥିଲେ ଏସ୍ପି।