ବିଜେଡି ହ୍ୟାଙ୍ଗଓଭର ଯାଇନି: ଜୟନାରାୟଣ ମିଶ୍ର

0

ଓଡ଼ିଆ ନ୍ୟୁଜ୍: ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର।ଗିରଫଦାରିକୁ ନାପସନ୍ଦ କରି OAS ଅଫିସରଙ୍କୁ ଟାର୍ଗେଟ୍‌ କଲେ ଜୟନାରାୟଣ।OAS ଅଫିସରଙ୍କ ବିଜେଡି ହ୍ୟାଙ୍ଗଓଭର ଯାଇନି ବୋଲି କହିଲେ।ଗୋଟିଏ ପଟେ ବନ୍ୟା ସ୍ଥତି, ରଥଯାତ୍ରା ଅଘଟଣ ବେଳେ ଧର୍ମଘଟ।କୋର୍ଟ ଗାଇଡଲାଇନ୍‌ ନ ମାନି ଯେଉଁ ନାଟକ କଲେ ଜଣାପଡ଼ୁଛି ବିଜେଡି ହ୍ୟାଙ୍ଗଓଭର ଯାଇନି’।

ଜଗା ପ୍ରଧାନଙ୍କ ନାଁରେ FIR ନାହିଁ, ସେ ସ୍ଥାନରେ ବି ସେ ନଥିଲେ’।ବିଜେଡିର ଦିବ୍ୟଶଙ୍କର, ଅରୁଣ ସାହୁ, ପ୍ରତାପ ଜେନାଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ଥିଲେ ବି ଗିରଫ କରାଯାଇଥିଲା କି’।ଯେଉଁ ଅଫିସର ଲୋକଙ୍କ ସହ ନ ରହିବେ, ଲୋକେ ରାଗିବା ସ୍ବାଭାବିକ’।

Leave A Reply

Your email address will not be published.