ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୋଦିଙ୍କ ଷ୍ଟେଜ ସୋ କାର୍ଯ୍ୟକ୍ରମ ପାଇଁ ଭୂମି ପୂଜା | ମୋଦିଙ୍କ ଷ୍ଟେଜ ସୋ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟକ୍ରମ ସ୍ଥଳିରେ ଭୂମି ପୂଜା କଲା ବିଜେପି। ଆସନ୍ତା ୧ ଜୁନ ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ଦିନିକିଅ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆସନ୍ତା ମଇ୨୯ ତାରିଖରେ ମୟୂରଭଞ୍ଜ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ବାରିପଦା ସ୍ଥିତ ଛଉପଡ଼ିଆ ଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ତେଣୁ ଆଜି ମୋଦିଙ୍କ ଷ୍ଟେଜ ସୋ ପାଇଁ ଭୂମି ପୂଜା କରାଗଲା।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶର ଟୁଡୁ, ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଵତ, ଜିଲ୍ଳା ସଭାପତି କାନ୍ଦ୍ର ସରେନ, ମୟୂରଭଞ୍ଜ ମହାରାଜା ପ୍ରବୀଣ ଭେଞ୍ଜଦେଵ ଙ୍କ ସହ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
Comments are closed.