ତେଲେଙ୍ଗାନାରେ ୨୦ ମାଓବାଦୀଙ୍କ ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍: ମୂଳପୋଛ ହେବେ ନକ୍ସଲ।ଦୁଇ ଦୁର୍ଦାନ୍ତ ନକ୍ସଲ ସମେତ ୧୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏଥିସହ ପିଏଲଜିଏର ୪୮ଟି ହତିଆରକୁ ମଧ୍ୟ ପୁଲିସ ନିକଟରେ ପ୍ରଦାନ କରିଛନ୍ତି। ଯାହା ବଡ ସଫଳତା ବୋଲି କୁହାଯାଇଛି। ନକ୍ସଲ ସଂଗଠନର ପିଏଲଜିଏ ବାଟାଲିୟନର କମାଣ୍ଡର ବାଡସେ ସୁକ୍କା ଓରଫ ଦେବା, ପିଏଲଜିଏର ଡେପୁଟି କମାଣ୍ଡର ଆଭୁଲମ ସୋମା, କମାଣ୍ଡର ଶ୍ରୀକାନ୍ତ, ପାର୍ଟି ମେମ୍ବର କ୍ରିଷ୍ଣା, ପାର୍ଟି ମେମ୍ବର ମାଡକମ ଲାକ୍କେ, ପାର୍ଟି ମେମ୍ବର କାର୍ତ୍ତାମ ଜଗା, ପାର୍ଟି ମେମ୍ବର ମାଡବୀ ଆନ୍ଦୁ, ପାର୍ଟି ମେମ୍ବର ମାଡକମ ଭୀମେ, ପାର୍ଟି ମେମ୍ବର କୁଞ୍ଜାମ ଚଟା, ପାର୍ଟି ମେମ୍ବର ମାଡକମ ଆନ୍ଦା, ଷ୍ଟେଟ କମିଟି ମେମ୍ବର କେ ରାଜି ରେଡ୍ଡୀ ଓରଫ ଭେଙ୍କଟେଶ, ଡିଭିସିଏମ ଆନ୍ଦୁରି ଈଶ୍ବରୀ, ଅର୍ବାନ ପାର୍ଟି ମେମ୍ବର ଦାରା ସାରଲା, ପିପିସିଏମ କୁଞ୍ଜାମ ଭୀମେ, ଏସିଏମ ମାଡବୀ କୋସି, ଡିସିଏମ ଭେମୁଲା ରାଜୁ, ଏସିଏମ ପଡିଆମ ଚଇତେ, ଏସିଏମ ପୁନେମ ଭୀମା, ଏସିଏମ ମାଡକମ ଜିତୁ ଏବଂ ଏସିଏମ ପୁଲସାମ ମାଙ୍କୁ।

Leave A Reply

Your email address will not be published.