ଓଡିଶା ଅଗ୍ନିଶମ ସେବା ହେଲା ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡିଶା ଅଗ୍ନିଶମ ସେବା ହେଲା ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା। ରାଜ୍ୟରେ ଖୁବଶୀଘ୍ର ଲାଗୁ ହେଵ ଓଡିଶା ଫାୟାର ସର୍ଭିସ ଆମେଣ୍ଡମେଣ୍ଟ ଆକ୍ଟ ୨୦୨୨। ଏ ନେଇ ଗେଜେଟ ନୋଟିଫିକେସନ ପ୍ରକାଶିତ। ସମସ୍ତ ପ୍ରକାର ଜରୁରୀକାଳୀନ ସେବା ଦାୟିତ୍ୱ ବିଧିବଦ୍ଧ ଭାବେ ଅଗ୍ନିଶମ ବିଭାଗକୁ ପ୍ରଦାନ। ପୂର୍ବରୁ ଏହା କେବଳ ଅଗ୍ନିକାଣ୍ଡ ନିଆଁଲିଭା ଓ ଉଦ୍ଧାର ପାଇଁ ଉଦ୍ଧିଷ୍ଟ ଥିଲା।

ଏବେ ସମସ୍ତ ପ୍ରକାର ବିପର୍ଯ୍ୟୟ ମୁକାବିଲା ନିୟୋଜିତ ପାଇଁ ଆସିଲା ଏହି ଆକ୍ଟ। ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟ ମୁକାବିଲା କରିବ ଏହି ବାହିନୀ। ଅଗ୍ନିକାଣ୍ଡ ସହ ବାତ୍ୟା, ବନ୍ୟା, ସୁନାମି, ଭୂମିକମ୍ପ, ଦୁର୍ଘଟଣା ଭଳି ସବୁ ଜରୁରୀକାଳୀନ ସେବା ଯୋଗାଇ ଦେବ ଏହି ବାହିନୀ।

 

Leave A Reply

Your email address will not be published.