ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ଲାଗି ଅନୁଷ୍ଠିତ ହୋଇଛି ଓଡ଼ିଶା ଟୁରିଜିମ କନକ୍ଲେଭ ୨୦୨୩

0

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ଲାଗି ଅନୁଷ୍ଠିତ ହୋଇଛି ଓଡ଼ିଶା ଟୁରିଜିମ କନକ୍ଲେଭ ୨୦୨୩। ହୋଟେଲ ଆଣ୍ଡ ରେସଟୋରାଣ୍ଟ ଆସୋସିଏସନ୍ ଅଫ ଓଡ଼ିଶା ( ଏଚଆରଏଓ ) ପକ୍ଷରୁ ଏହି କନକ୍ଲେଭ ଆୟୋଜନ କରାଯାଇଥିଲା । ଭୁବନେଶ୍ବର ସ୍ବସ୍ତି ପ୍ରିମିୟମ ରେ କନକ୍ଲେଭର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମର ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଉପସ୍ଥିତ ଥିଲେ ବିଭିନ୍ନ ହୋଟେଲ ମାଲିକ , ଟୁର୍ ଅପରେଟର , ବିଭିନ୍ନ ଶିଳ୍ପ ସଂସ୍ଥା ର ଅଧିକାରୀ , କେନ୍ଦ୍ର ସରକାର ଓ। ରାଜ୍ୟ ସରକାର ଙ୍କ ବରିଷ୍ଠ ଅଧିକାରୀ , ପର୍ଯ୍ୟଟନ ସଂସ୍ଥା ସହିତ ଜଡିତ ବ୍ୟକ୍ତି ମାନେ । କାର୍ଯକ୍ରମ ରେ ଟୁରିଷ୍ଟ ଡେଷ୍ଟିନେସନ କୁ ନେଇ ବହୁ ଆଲୋଚନା ହୋଇଥିଲା । ଓଡ଼ିଶା ର ଟୁରିଜିମ୍ କୁ ଆହୁରି କିପରି ଆଗକୁ ନେଇ ହେବ ଓ ବାହାର ପର୍ଯ୍ୟଟକ ମାନେ କିପରି ଓଡ଼ିଶା କୁ ଅଧିକ ଆସିବେ ତାହା ଉପରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.