#Odianews ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ Odia News Feb 15, 2026 0 ଓଡ଼ିଆ ନ୍ୟୁଜ୍: ବାମରା ନିକଟରେ ଥିବା ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ।ନୁଁନୁନିଆମୁଣ୍ଡାସ୍ଥିତ ଶୀତଳ ଭଣ୍ଡାରରେ ନିଆଁ, କାରଣ ଅସ୍ପଷ୍ଟ। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଛି ।… Read More...
#Odianews ହେରିଟେଜ୍ ହ୍ରଦ ହେବ ବିନ୍ଦୁ ସାଗର: ମନ୍ତ୍ରୀ Odia News Feb 15, 2026 0 ଓଡ଼ିଆ ନ୍ୟୁଜ୍: ବିନ୍ଦୁ ସାଗର ପୁଷ୍କରିଣୀକୁ ହେରିଟେଜ୍ ହ୍ରଦରେ ପରିଣତ କରାଯିବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା।୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ୍ ପ୍ରକଳ୍ପ। ନୂଆ କରି ଏକ… Read More...
#Odianews ୧୭ରେ ବିଜେପି ପ୍ରଶିକ୍ଷଣ କାର୍ଯ୍ୟକ୍ରମ Odia News Feb 15, 2026 0 ଓଡ଼ିଆ ନ୍ୟୁଜ୍: ୧୭ରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଗ୍ରାଉଣ୍ଡରେ କେମିତି କରିବେ ସଂଗଠନ ସେନେଇ ଟ୍ରେନିଂ ନେବେ ନେତା ଓ କର୍ମୀ।ବିଧାୟକ, ନୂଆ କାର୍ଯ୍ୟକର୍ତ୍ତା ନେବେ… Read More...
#Odianews ଭାରତ-ପାକିସ୍ତାନ ଟି 20 ମ୍ୟାଚ, ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି Odia News Feb 15, 2026 0 ଓଡ଼ିଆ ନ୍ୟୁଜ୍: ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା। ଏହି ମୁକାବିଲା କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚରେ ଦୁଇ ଦଳର ପ୍ରତିଷ୍ଠା ବାଜିରେ ଲାଗିଛି। ଟି-୨୦ ବିଶ୍ଵକପ୍ ୨୦୨୬ର ଏହି ମ୍ୟାଚ୍ ଉପରେ… Read More...
#Odianews କପିଳାସରେ ନୀତି ବନ୍ଦ, ଧାରଣାରେ ସେବାୟତ Odia News Feb 15, 2026 0 ଓଡ଼ିଆ ନ୍ୟୁଜ୍: ମହାଶିବରାତ୍ରିରେ ଉପାସରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିୟୁ।ପୋଲିସର ମାନମାନି ଅଭିଯୋଗରେ ନୀତିକାନ୍ତି ବନ୍ଦ।ନୀତିକାନ୍ତି ବନ୍ଦ କରି ଧାରଣାରେ ବସିଛନ୍ତି ସେବାୟତ। ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ… Read More...
#Odianews ରାଜଧାନୀରେ ସିରିଜ୍ ଦୁର୍ଘଟଣା, ୬ଗୁରୁତର Odia News Feb 15, 2026 0 ଓଡ଼ିଆ ନ୍ୟୁଜ୍: ୨ଟି କାର୍ ଓ ସ୍କୁଟି ମୁହାଁମୁହିଁ ଧକ୍କାରେ ୬ ଜଣ ଗୁରୁତର।ଇନ୍ଫୋଭ୍ୟାଲି ଥାନା ମଦନପୁର ଅଞ୍ଚଳ ଗୋହିରା ଛକରେ ଦୁର୍ଘଟଣା।ଦୁର୍ଘଟଣା ପରେ ୨ଟି କାର୍ ବିଲ ଭିତରେ ଖସି ପଡ଼ିଥିଲା।ସମସ୍ତ ଗୁରୁତରଙ୍କୁ ଉଦ୍ଧାର… Read More...
#Odianews ଆଜି ମହାଶିବରା଼ତ୍ରୀ, ଚଳଚଞ୍ଚଳ ବିଭିନ୍ନ ଶୈବପୀଠ Odia News Feb 15, 2026 0 ଓଡ଼ିଆ ନ୍ୟୁଜ୍: ଆଜି ମହାଦେବଙ୍କ ଜାଗର ଯାତ୍ରା। ସମସ୍ତ ଶୈବ ପୀଠ ଚଳଚଞ୍ଚଳ, ଦର୍ଶନ ପାଇଁ ଗହଳି।ଶିବରାତ୍ରି ପାଇଁ ଭୁବନେଶ୍ବର ଏକାମ୍ର କ୍ଷେତ୍ର ବି ଚଳଚଞ୍ଚଳ।ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ।ବିଳମ୍ବିତ… Read More...
#Odianews ମହା ଶିବରାତ୍ରି ପାଇଁ ୪୧ ପ୍ଲାଟୁନ୍ ଫୋର୍ସ ମୁତୟନ Odia News Feb 14, 2026 0 ଓଡ଼ିଆ ନ୍ୟୁଜ୍: ରାତି ପାହିଲେ ଲିଙ୍ଗରାଜଙ୍କ ଜାଗରଯାତ୍ରା; ୪୧ ପ୍ଲାଟୁନ ଫୋର୍ସ ମୁତୟନ।ମହା ଶିବରାତ୍ରିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନାକୁ ଗୁରୁତ୍ଵ।ଶୃଙ୍ଖଳିତ ଟ୍ରାଫିକ୍ ପରିଚାଳନା ଲାଗି କଟକଣା ଜାରି।… Read More...
#Odianews କ୍ୟାବିନେଟରେ ୪ଟି ପ୍ରସ୍ତାବ ଉପରେ ବାଜିଲା ମୋହର Odia News Feb 14, 2026 0 ଓଡ଼ିଆ ନ୍ୟୁଜ୍: ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ଆସିଲା ବଡ଼ ନିଷ୍ପତ୍ତି । ରାଜ୍ୟ ବଜେଟ୍ କୁ ଅନୁମୋଦନ ଦେଲା କ୍ୟାବିନେଟ । ରାଜ୍ୟ କ୍ୟାବିନେଟ୍ର ୩୬ତମ ବୈଠକରେ ତିନିଟି ବିଭାଗର ପାଞ୍ଚଟି ପ୍ରସ୍ତାବ ଆଗତ ହୋଇଥିଲା ।… Read More...
#Odianews ପୁରୁଖାଙ୍କୁ ପ୍ରାଧାନ୍ୟ ଦେଲେ ଭଲ: ଅଶୋକ ପଣ୍ଡା Odia News Feb 14, 2026 0 ଓଡ଼ିଆ ନ୍ୟୁଜ୍: ବିଜେଡିର ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ‘ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ ଦରକାର’।‘ଏସବୁକୁ ସଭାପତି ବିଚାରକୁ ନେଲେ ଭଲ ହେବ’।କେଉଁ ପାରାମିଟରରେ… Read More...