ଆଜି ଲୋକସଭାରେ ଉପସ୍ଥାପିତ ହେବା ଦିଲ୍ଲୀ ଏମସିଡିର ଏକୀକରଣ ବିଲ୍! ହ୍ଵିପ ଜାରି କଲା ବିଜେପି

ତିନୋଟି ମ୍ୟୁନିସିପାଲିଟି କର୍ପୋରେସନ୍ (ଦିଲ୍ଲୀ ଏମସିଡି) କୁ ଦିଲ୍ଲୀରେ ମିଶ୍ରଣ କରାଯାଇଛି। ମଙ୍ଗଳବାର ମୋଦୀ କ୍ୟାବିନେଟ୍ ତିନିଟି ପୌରସଂସ୍ଥା ନିଗମକୁ ଏକୀକରଣ ପାଇଁ ଅନୁମୋଦନ କରିଛି। ଆଜି ଲୋକସଭାରେ ଦିଲ୍ଲୀର ଏମସିଡି…
Read More...

ପୌର ନିର୍ବାଚନ ୨୦୨୨: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୯ଟା ସୁଦ୍ଧା ୧୦% ମତଦାନ

ପୌର ନିର୍ବାଚନ ଲାଗି ଆଜି ମତଦାନ ଚାଲିଛି। ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ। ପୌର ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ମହାନଗର ନିଗମର…
Read More...

BMC ନିର୍ବାଚନ:୨୯୧ କର୍ପୋରେଟର ଓ ୧୨ ଜଣ ମେୟର ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଦ୍ଧାରଣ କରୁଛନ୍ତି ମତଦାତା, ୭୦୫ ବୁଥରୁ ୫ଟି…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୂବନେଶ୍ୱର ମହାନଗର ନିର୍ବାଚନ ପାଇଁ ଆଜି ୬୭ ଟି ଓ୍ବାର୍ଡ ରେ ଥିବା ୭ ଲକ୍ଷ ୨୫ ହଜାର ରୁ ଅଧିକ ଲୋକ ମତଦାନ କରିବେ। ଏହି ୬୭ ଟି ଓ୍ବାର୍ଡ ପାଇଁ ଲଢୁଥିବା ୨୯୧ ଜଣ କର୍ପୋରେଟର ଓ ୧୨ ଜଣ ମେୟର ଙ୍କ…
Read More...

ବାଣପୁର ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟା ଜନମାନସରେ ସନ୍ଦେହ ସୃଷ୍ଟି କରୁଛି, ଟ୍ୱିଟ୍ କରି ଅସନ୍ତୋଷ ଜାହିର କଲେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟା ଜନମାନସରେ ସନ୍ଦେହ ସୃଷ୍ଟି କରୁଛି ଏବଂ ଏହା ସୁସ୍ଥ ସମାଜରେ ଶୋଭନୀୟ ନୁହେଁ ବୋଲି ଟ୍ୱିଟ୍…
Read More...

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଋଷିଆକୁ ମିଳିଲାନି ଭୋଟ; ଭାରତ ସମେତ ୧୩ ଟି ଦେଶ ନେଲେନି ଭାଗ

ୟୁକ୍ରେନରେ ରୁଷିଆ ଦ୍ବାରା ସୃଷ୍ଟି ହୋଇଥିବା ମାନବିକ ସଙ୍କଟ ଉପରେ ଏକ ସଂକଳ୍ପ ସମାଧାନ ଉପରେ ବୁଧବାର ଦିନ ଭାରତ ସମେତ ୧୩ ସଦସ୍ୟ ଦେଶ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଭୋଟିଂରେ ଭାଗ ନେଇ ନାହାଁନ୍ତି। ଯାହା ଫଳରେ UNSC ରେ…
Read More...

ବୀରଭୂମ ହତ୍ୟା ମାମଲାରେ ମମତା ବାନାର୍ଜୀଙ୍କୁ ମୋଦୀଙ୍କ ଟାର୍ଗେଟ; ଅପରାଧୀଙ୍କୁ ଶୀଘ୍ର ମିଳିବ ଦଣ୍ଡ

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।ବୀରଭୂମ ହତ୍ୟା ମାମଲା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କହିଛନ୍ତି ଯେ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ…
Read More...

୨୫ ତାରିଖରୁ ବିଧାନସଭା ଅଧିବେଶନ,ସୁରକ୍ଷା ସମୀକ୍ଷା କଲେ ପୋଲିସ ଡିଜି ସୁନିଲ ବଂଶଲ

ଓଡିଆ ନ୍ୟୁଜ୍(ବ୍ୟୁରା):  ଆସନ୍ତା ୨୫ ତାରିଖରୁ ବିଧାନସଭା ଅଧିବେଶନ। ସୁରକ୍ଷା ସମୀକ୍ଷା କଲେ ପୋଲିସ ଡିଜି ସୁନିଲ ବଂଶଲ। ବିଧାନସଭା ବାହାର ସୁରକ୍ଷା ବ୍ୟବସ୍ଥା ଦେଖିବା ସହ ଭିତରର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ…
Read More...

ଡବଲ ଭୋଟ ଦେଲେ ହେବ କାର୍ଯ୍ୟାନୁଷ୍ଠାନ;ପୌର ନିର୍ବାଚନକୁ ନେଇ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତି

ଡବଲ ଭୋଟ ଦେଲେ ହେବ କାର୍ଯ୍ୟାନୁଷ୍ଠାନ। କୌଣସି ବ୍ୟକ୍ତି ଯଦି ପଞ୍ଚାୟତ ପରେ ପୁଣି ପୌର ନିର୍ବାଚନରେ ଏଭଳି ଦୁଇ ଥର ଭୋଟ ଦେଇଥିବାର ପ୍ରମାଣ ମିଳିବ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…
Read More...

ଗଞ୍ଜାମ: ପିତଳ ଛକରେ କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ ଜଣଙ୍କୁ ହତ୍ୟା

ଓଡିଆ ନ୍ୟୁଜ୍(ବ୍ୟୁରୋ): ହିଂଜିଳିକାଟୁ ଥାନା ପିତଳ ଛକରେ ବଡ଼ ଧରଣର ହତ୍ୟାକାଣ୍ଡ। କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। ଏହି ଘଟଣାରେ 3ଜଣ ଭାଇ ଓ ଜଣେ ପୁତୁରାଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ କରିଥିବା ଗୋଷ୍ଠୀର ଜଣେ…
Read More...

ଭୁବନେଶ୍ୱରର ରାସ୍ତାକଡରୁ ମିଳିଲା ନରକଙ୍କାଳ; ଆବର୍ଜନା ଭିତରୁ କଙ୍କାଳ ଉଦ୍ଧାର

ଆବର୍ଜନା ଭିତରେ ପଡିଛି କଙ୍କାଳ। ଗୋଟିଏ କି ଦୁଇଟି ନୁହେଁ ଏକାଧିକ କଙ୍କାଳ ରାସ୍ତା କଡ ଆବର୍ଜନା ଭିତରେ ପଡିରହିଥିବା ସୂଚନା ରହିଛି। ଭୁବନେଶ୍ୱର ମଞ୍ଚେଶ୍ୱର୍ ଥାନା ସ୍ଥିତ ଏକ ବ୍ରିଜ ନିକଟରୁ ନର କଙ୍କାଳ ମିଳିଛି। ପ୍ରାୟ…
Read More...