ନକଲି ନୋଟ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ: ଦୁଇ ଯୁବକ ଗିରଫ, ଟଙ୍କା ଛପା ମେସିନ ଜବତ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଜାଲ ନୋଟ୍ କାରବାର କରୁଥିବା ଅଭିଯୋଗରେ ଦୁଇ ଯୁବକ ଗିରଫ। ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଏକ ହୋଟେଲରୁ ଗିରଫ କଲା କମିଶନରେଟ ପୋଲିସ।୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜାଲ ନୋଟ୍ ଜବତ କରାଯାଇଛି। ଦୁଇ…
Read More...
Read More...