ବିଜେଡି ସବୁ ନିର୍ବାଚନରେ ଜିତିବାର କାରଣ ଜାଣିଛନ୍ତିତ ? ନବୀନ ପଟନାୟକ ମୁଖ୍ୟ ମନ୍ତ୍ରୀ ହେବା ଦିନରୁ ପ୍ରତ୍ୟେକ ନିର୍ବାଚନରେ ବିଜେଡ଼ିକୁ ବିପୁଳ ଜନ ସମର୍ଥନ ମିଳିଆସୁଛି I ସବୁବେଳେ ବରୋଧୀ କେବଳ ବିରୋଧୀ ହୋଇ ରହି ଆସୁଛନ୍ତି I ବିଜେଡି ର ଏହି ସବୁ ସଫଳତା ର କାରଣ କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଅନ୍ୟ ସବୁ ରାଜନୈତିକ ଦଳ ତୁଳନାରେ ବିଜୁ ଜନତା ଦଳ ଅଧିକ ବ୍ୟବସ୍ଥିତ ଭାବରେ ନିର୍ବାଚନ ଲଢ଼ିଥାଏ I ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ନିର୍ବାଚନ ଜିତିବାର ରଣ କୌଶଳ ମଧ୍ୟ ଅନ୍ୟ ରାଜନୈତିକ ଦଳ ଠାରୁ ସ୍ୱତନ୍ତ୍ର ଅଟେ I ପ୍ରାର୍ଥୀ ଚୟନ ସମୟରେ ଲୋକଙ୍କ ସହ ଜଡିତ ରହୁଥିବା ପ୍ରାର୍ଥୀଙ୍କୁ ଦଳ ସବୁବେଳେ ପ୍ରାର୍ଥୀ କରିବାରେ ପ୍ରାଧାନ୍ୟ ଦେଇଥାଏ I.ନବୀନ ପତନୟନକ ସ୍ଵଛ ଭାବମୂର୍ତି ଓ ସରଳ ଜୀବନ ଶୈଳୀ ଅନେକ ଲୋକଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିଥାଏ I ନବୀନ ପଟନାୟକ ଙ୍କ ବିଭିନ୍ନ ଜଣା କଲ୍ୟାଣ କରି ଯୋଜନା ମଧ୍ୟ ବେଜେଡ଼ିର ବିଜୟରେ ଅନେକ ସହାୟକ ହୋଇଥାଏ I ଏହି ସବୁ ଯୋଜନାର ସଫଳ ରୂପାୟନ ଓ ଏହିସବୁ ଯୋଜନା ବିଷୟରେ ବିଭିନ୍ନ ସମୟରେ ଲୋକଙ୍କ ନିକଟରେ ସମସ୍ତ ସୂଚନା ପହଂଚାଇବା ପାଇଁ ଦଳ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକଙ୍କ ନିକଟରେ ମଧ୍ୟ ପହନ୍ଚାଇଥାଏ I ସମାଜ ର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଅଲଗା ଅଲଗା ଯୋଜନା ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି Iଏହିଭଳି ଅନେକ କିଛି କାରଣ ରହିଛି I