ଅଚାନକ୍ ୨ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି, ବ୍ୟାଙ୍କ କର୍ମଚାରୀ ବି ଆଶ୍ଚର୍ଯ୍ୟ

ଯଦି ଆପଣଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଚାଲିଆସେ, ତେବେ ଆପଣଙ୍କ ପ୍ରତିକ୍ରିୟା କିପରି ରହିବ? ସେହିପରି ଏକ ଘଟଣା ବିହାର କୋଟିହାରରେ ଘଟିଛି, ଯେଉଁଠାରେ ୨ ସ୍କୁଲ ଛାତ୍ରଙ୍କ ଆକାଉଣ୍ଟରକୁ ଅଚାନକ୍ ୯୬୦ କୋଟି ଟଙ୍କା ଆସିଛି…
Read More...

ବଢୁଛି ହୀରାକୁଦ: ଜଳସ୍ତର ୬୨୮.୩୯ ଫୁଟ;୨୪ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ

ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ନାହିଁ ନଥିବା ପରସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୩୯ ଫୁଟ ରହିଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା…
Read More...

ମହାନଦୀରେ ମଧ୍ୟମ ଧରଣର ବନ୍ୟା, କ’ଣ କହିଲେ SRC

ଲଘୁଚାଚ ଜନିତ ଲଗାଣ ବର୍ଷା କାରଣରୁ ଜଳମଗ୍ନ ଓଡ଼ିଶା । ହୀରାକୁଦ ଓ ମହାନଦୀ ଜଳସ୍ତର ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଛି ସତ କିନ୍ତୁ ଉପର ମୁଣ୍ଡରେ…
Read More...

ଘରୋଇ କ୍ରିକେଟରଙ୍କ ଉପରେ ବିସିସିଆଇ କରିବ ଧନ ବର୍ଷା, ଦୀପାବଳି ପୂର୍ବରୁ ମିଳିବ ବମ୍ପର ଅଫର

ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ଘରୋଇ କ୍ରିକେଟରଙ୍କ ଉପରେ କରିବାକୁ ଯାଉଛି ଧନ ବର୍ଷା । ଦୀପାବଳି ପୂର୍ବରୁ କ୍ରିକେଟରଙ୍କ ବେତନ ବଢିବାକୁ ଯାଉଛି । ସେପ୍ଟେମ୍ବର ୨୦ରେ ବସିବାକୁ ଥିବା ବିସିସିଆଇର ଉଚ୍ଚସ୍ତରୀୟ ବୈଠକରେ…
Read More...

ଆଜିର ମୁଖ୍ୟ ଖବର

୧-ବାଲେଶ୍ଵର:ପାକିସ୍ତାନକୁ ପ୍ରତିରକ୍ଷା ସଂପର୍କିତ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ DRDOର ଚାରି ଗିରଫ। ୨-କଟକ:୨୯ରୁ ଆରମ୍ଭ ହେବ ଡିଇଏଲଇଡି ପରୀକ୍ଷା, ଅକ୍ଟୋବର ୮ରେ ସରିବ। ୩-ପିପିଲି ରଣନୀତି: ପ୍ରକାଶ ପାଇଲା ବିଜେପିର…
Read More...

DRDOରୁ ତଥ୍ୟ ଲିକ୍ ଅଭିଯୋଗ, ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇନେଲା ପୋଲିସ

ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ ଅଭିଯୋଗରେ ଚାନ୍ଦିପୁର DRDOରୁ ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇନେଲା ସ୍ପେଶାଲ ସ୍କ୍ୱାଡ୍ । ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ୱାଡ୍ ୫ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଆଜି…
Read More...

Civil Service: ସିଲେକ୍ସନ୍ କ୍ଷେତ୍ରରେ କିଏ ଆଗରେ

ସିଭିଲ୍ ସର୍ଭିସରେ ସଫଳତା କ୍ଷେତ୍ରରେ ପୁଅ ଓ ଝିଅଙ୍କୁ ନେଇ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି)ର ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ୨୪-୨୬ ବର୍ଷ ବୟସ୍କଙ୍କ ମଧ୍ୟରେ ୩୧.୩% ପୁଅ ଓ ୩୫.୮% ଝିଅ ପରୀକ୍ଷାରେ ଉତ୍ତୀର୍ଣ୍ଣ…
Read More...

ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ବିଏସକେୱାଇ ହିତାଧିକାରୀଙ୍କୁ ସେ ସେଠାରେ ସ୍ମାର୍ଟ କାର୍ଡ ବାଣ୍ଟିବେ । ଏଥିସହିତ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ତଥା ଭିତ୍ତି…
Read More...

୧୪ ଜିଲ୍ଲା ସାବଧାନ୍! ଅବପାତ ଯୋଗୁଁ ୟେଲୋ ୱାର୍ଣ୍ଣିଂ ଜାରି, ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରୀୟ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୪୮…
Read More...

ଗାଡ଼ି ନମ୍ବର ପରି ବାଛିପାରିବେ କି ଆଧାର ନମ୍ବର? ଜାଣନ୍ତୁ UIDAI ଜବାବ୍

ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ…
Read More...