ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ବିଏସକେୱାଇ ହିତାଧିକାରୀଙ୍କୁ ସେ ସେଠାରେ ସ୍ମାର୍ଟ କାର୍ଡ ବାଣ୍ଟିବେ । ଏଥିସହିତ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ତଥା ଭିତ୍ତି ପ୍ରସ୍ତର ସ୍ଥ୍ରାପନା କରିବେ ।