State ଆଜିର ମୁଖ୍ୟ ଖବର Odia News Jul 8, 2021 0 ୧-ବୈଷ୍ଣବଙ୍କୁ ରେଳ ଓ ଆଇଟି, ଧର୍ମେନ୍ଦ୍ରଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ, ବିଶ୍ଵେଶ୍ଵରଙ୍କୁ ମିଳିଲା ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ। ୨-ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସହାୟତା, ପ୍ରତି… Read More...
National ଇସ୍ତଫା ଦେଲେ ରବି ଶଙ୍କର ଓ ଜାଭଡେକର Odia News Jul 7, 2021 0 ନରେନ୍ଦ୍ର ମୋଦୀ ସରକାରଙ୍କ ପକ୍ଷରୁ ହେଉଥିବା କ୍ୟାବିନେଟ୍ ସଂପ୍ରସାରଣ ବର୍ତ୍ତମାନ ବିଶାଳ ଆକାର ଧାରଣ କରିବାକୁ ଯାଉଛି । ପୂର୍ବରୁ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଆଇନ ଓ ଆଇଟି… Read More...
Entertainment କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାରଙ୍କ 98 ବର୍ଷ ବୟସରେ ଦେହାନ୍ତ Odia News Jul 7, 2021 0 ଦୁନିଆ ଆଜି ଆଉ ଏକ ଉଜ୍ଜ୍ୱଳ ତାରକା ହରାଇଲା | ସିନେ ଜଗତ ପାଇଁ ଏକ ଦୁଖଦ ଖବର, କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାର 98 ବର୍ଷ ବୟସରେ ବୁଧବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଗତ ସପ୍ତାହରେ ଅଭିନେତା ଦିଲୀପ କୁମାର… Read More...
Politics ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ୨ ନୂଆ ମନ୍ତ୍ରୀ ସାମିଲ ହେବା ନିଶ୍ଚିନ୍ତ Odia News Jul 7, 2021 0 କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି । ସମ୍ପସାରଣ ପୂର୍ବରୁ କିଛି ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଓଡ଼ିଶାର ୨ ନୂଆ ମନ୍ତ୍ରୀ ସାମିଲ ହେବା ସ୍ପଷ୍ଟ ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ… Read More...
National କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଶିକ୍ଷାମନ୍ତ୍ରୀ ପୋଖରିଆଲ ଓ ଶ୍ରମମନ୍ତ୍ରୀ ଗଙ୍ଗୱାରଙ୍କ ଇସ୍ତଫା Odia News Jul 7, 2021 0 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ଘନେଇଛି ରାଜନୀତି । ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ରମେଶ ପୋଖରିଆଲ ନିଶଙ୍କ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ… Read More...
National ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁମାରମଙ୍ଗଲମଙ୍କ ପତ୍ନୀଙ୍କୁ ହତ୍ୟା Odia News Jul 7, 2021 0 ସ୍ୱର୍ଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ରଙ୍ଗରାଜନ କୁମାରମଙ୍ଗଲମଙ୍କ ପତ୍ନୀ ଆଡଭୋକେଟ୍ କିଟ୍ଟି କୁମାରମଂଗଲମଙ୍କୁ ହତ୍ୟା କରାଯାଇଛି । ବସନ୍ତ ବିହାରସ୍ଥିତ ତାଙ୍କ ବାସଭବନରେ ମଙ୍ଗଳବାର ରାତିରେ ତାଙ୍କୁ ହତ୍ୟା କରାଯାଇଛି ।… Read More...
State ଆଜିର ମୁଖ୍ୟ ଖବର Odia News Jul 7, 2021 0 ୧-କୋଭିଡ୍ ମହାମାରୀ ସତ୍ତ୍ୱେ ୨୦୨୦-୨୧ରେ ୧.୪୬ଲକ୍ଷ କୋଟିର ନିବେଶ ସାଉଁଟିଛି ଓଡ଼ିଶା। ୫ ବଡ଼ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ,୨୭୦୦୦ ଲୋକଙ୍କୁ ମିଳିବ ରୋଜଗାର। ୨-ଆଜି ସନ୍ଧ୍ୟା ସାଢେ ୫ଟାରେ ମୋଦି କ୍ୟାବିନେଟ୍… Read More...
State ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, AIIMSରେ ହେବ ଅଗ୍ନିଶମ ସେବା କେନ୍ଦ୍ର Odia News Jul 6, 2021 0 ଭୁବନେଶ୍ୱର AIIMS ପରିସରରେ ହେବ ଅଗ୍ନିଶମ ସେବା କେନ୍ଦ୍ର । ଏହି ଅଗ୍ନିଶମ ସେବା କେନ୍ଦ୍ର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ୧୦ ଜଣ… Read More...
National ସୁନା ଦର ଜୁଲାଇ 6, 2021 ମଙ୍ଗଳବାର ଦିନ ଠାରୁ ବଢ଼ିଲା | Odia News Jul 6, 2021 0 ଆନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇଛି | ତେଣୁ ସୁନା ଦର ଜୁଲାଇ 6, 2021 ମଙ୍ଗଳବାର ଦିନ ଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି ରହିବ | ସୁନା ଦର 10 ଗ୍ରାମ ପ୍ରତି 120 ଟଙ୍କା ଏବଂ 100 ଗ୍ରାମ ପ୍ରତି 1200… Read More...
State ଧରାପଡ଼ିଲେ ନକଲି ତହସିଲଦାର ଓ ତହସିଲ୍ କର୍ମଚାରୀ Odia News Jul 6, 2021 0 ଧରାପଡ଼ିଲେ ନକଲି ତହସିଲଦାର ଓ ତହସିଲ କର୍ମଚାରୀ। ନିଜକୁ ତହସିଲଦାର ଓ ତହସିଲ କର୍ମଚାରୀ କହି ଗାଡ଼ି ଅଟକାଇ ଟଙ୍କା ମାଗୁଥିଲେ। ହେଲେ ଶେଷରେ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ଘଟଣାଟି ଘଟିଛି ଢେଙ୍କାନାଳରେ। ଗତକାଲି ରାତି… Read More...