କଟକ ନବନିର୍ବାଚିତ ମେୟର ଭାବେ ଶପଥ ନେଲେ ସୁବାସ ସିଂ, ଡେପୁଟି ମେୟର ହେଲେ ବସ୍ତୀର ଝିଅ ଦମୟନ୍ତୀ ମାଝୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ନବନିର୍ବାଚିତ ମେୟର ନେଲେ ଶପଥ । କଟକ ମେୟର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁବାସ ସିଂ । ତାଙ୍କ ସହ ୫୯ ୱାର୍ଡର କର୍ପୋରେଟର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ସ୍ଥାନୀୟ ସହିଦ ଭବନ ପରିସରରେ…
Read More...

ଶେଷ ହୋଇଛି ସଂସଦର ବଜେଟ୍ ଅଧିବେଶନ; ଖୁବ୍ ଶୀଘ୍ର ବିଧାନସଭାର ସମସ୍ତ ପ୍ରକ୍ରିୟା ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେବ;…

ସଂସଦର ବଜେଟ୍ ଅଧିବେଶନ ଗୁରୁବାର ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଛି। ଏହା ସହ ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଗଲା। ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ…
Read More...

ରୁଷିଆ ଆକାଶ ପଥରେ ବିପଦ; ମସ୍କୋକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇ ଏୟାର ଇଣ୍ଡିଆ

ଆଜି ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୪୩ ତମ ଦିନ। ଏହି ସମୟରେ ଏୟାର ଇଣ୍ଡିଆ ମସ୍କୋକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ଏପର୍ଯ୍ୟନ୍ତ ଗୋଟିଏ ସପ୍ତାହରେ ଦୁଇଟି ବିମାନ ମସ୍କୋକୁ ଉଡୁଥିଲା।…
Read More...

ଆନ୍ଧ୍ର ପ୍ରଦେଶ କ୍ୟାବିନେଟରେ ଅଦଳବଦଳ ଆଜି, ଜଗନ୍ ରେଡ୍ଡୀ ସରକାରଙ୍କ ସମସ୍ତ ମନ୍ତ୍ରୀ ଆଜି ଦେବେ ଇସ୍ତଫା

ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ପରିଷଦର ସମସ୍ତ ୨୩ ଜଣ ସଦସ୍ୟ ଏପ୍ରିଲ ୭ ରେ ଆନୁଷ୍ଠାନିକ ଭାବରେ ସେମାନଙ୍କର ଇସ୍ତଫା ପତ୍ର ଦାଖଲ କରିବେ। ଯାହା ଦ୍ଵାରା ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ତାଙ୍କ କ୍ୟାବିନେଟକୁ ପୁନଃଗଠନ…
Read More...

ଆଜି ବିଶ୍ୱ ସ୍ବାସ୍ଥ୍ୟ ଦିବସ, ସୁସ୍ଥ ରହିବାର ବାର୍ତ୍ତା ନେଇ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ତିଆରି କଲେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି  "ୱାଲଡ଼ ହେଲଥ ଡେ" ବା ସ୍ବାସ୍ଥ୍ୟ ପାଇଁ ଦିନଟିଏ। ଏହି   ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ର ଲାଇଟ ହାଉସ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିଛନ୍ତି…
Read More...

ସେନାରେ ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ; ଆସୁଛି ଅଗ୍ନିପଥ ପ୍ରଭାସ ଯୋଜନା’

ଖୁବ୍ ଶୀଘ୍ର ଭାରତୀୟ ସେନାରେ ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏଥିପାଇଁ ନରେନ୍ଦ୍ର ମୋଦୀ ସରକାର 'ଅଗ୍ନିପଥ ପ୍ରଭାସ ଯୋଜନା' ଆଣିବାକୁ ଯାଉଛନ୍ତି। ଏହି ନୂତନ ବ୍ୟବସ୍ଥା ଅଧୀନରେ ସେବାରେ ଥିବା…
Read More...

କଂଗ୍ରେସ ଭବନରେ ନିଆଁ ଲଗାଇବା ଘଟଣା: ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଂଗ୍ରେସ ଭବନରେ ନିଆଁ ଲଗାଇବା ଘଟଣାରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ…
Read More...

ଜାତିସଂଘ ମାନବ ଅଧିକାର ପରିଷଦରୁ ରୁଷର ନିଲମ୍ବନ ଉପରେ ଆଜି ମତଦାନ

୪୩ ତମ ଦିନରେ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗୋଟିଏ ପଟେ ଋଷିଆର ସୈନ୍ୟଙ୍କ କ୍ରମାଗତ ଆକ୍ରମଣ ଦ୍ୱାରା ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଯାଇଛି। ଖାର୍କିଭ ଏବଂ ମାରିଅପୋଲର ସବୁଆଡେ ଚିତ୍କାର ଏବଂ ବିନାଶ ହିଁ…
Read More...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ;ଯୋଜନା ଏବଂ ଆଇନ ଆଣିବାବେଳେ ସରକାର ଆର୍ଥିକ ପ୍ରଭାବକୁ ଧ୍ୟାନ ଦେବା ଉଚିତ୍

ବୁଧବାର ଦିନ ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟରେ କେନ୍ଦ୍ରକୁ କହିଛନ୍ତି ଯେ ଯୋଜନା ଏବଂ ଆଇନ ଆଣିବାବେଳେ ସରକାର ଏହାର ଆର୍ଥିକ ପ୍ରଭାବକୁ ମଧ୍ୟ ଧ୍ୟାନ ଦେବା ଉଚିତ୍। ରାଇଟ୍ ଟୁ ଏଜୁକେସନ୍ ଆକ୍ଟର…
Read More...

ସନ୍ଥ କବି ଭୀମ ଭୋଇଙ୍କ ଚେୟାର ପ୍ରତିଷ୍ଠା ପାଇଁ ୟୁଜିସିର ଅନୁମତି: ସ୍ବାଗତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

ଓଡିଆ ନ୍ୟୁଜ୍(ବ୍ୟୁରା): ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ଠାରେ ମହିମା…
Read More...