କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଦୁଇ ଦିନ ବିଳମ୍ୱରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କରେଳ ଛୁଇଁଛି। ଆଇଏମଡି ଏହି ସୂଚନା ଦେଇଛି। ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଛି। ଏହାର ୧୦-୧୨ ଦିନ ପରେ ଓଡ଼ିଶାରେ ଏହି ମୌସୁମୀ ବାୟୁ ପହଞ୍ଚିବ ବୋଲି ଆକଳନ…
Read More...

ଦ ଫ୍ୟାମିଲି ମେନ୍ -୨ ରିଲିଜ୍ ପୂର୍ବରୁ ଟ୍ୱିଟରରେ ଟ୍ରେଣ୍ଡ କରୁଛି #Shameonyousamantha

ରିଲିଜ୍ ହେବାକୁ ଯାଉଛି ଚର୍ଚ୍ଚିତ ୱେବ୍ ସିରିଜ୍ ଦ ଫ୍ୟାମିଲି ମେନ୍ -୨ । ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର୍ ଧରିଛି । ତେବେ ସିରିଜ୍ ଟି ରିଲିଜ୍ ହେବା ପୂର୍ବରୁ ବିବାଦରେ ଫସିଯାଇଛି । ଏଥିରେ ବଲିଉହ୍ ଅଭିନେତା ମନୋଜ୍…
Read More...

ସବୁଠୁ ଶସ୍ତା 5G ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି Jio, ଦାମ୍ ୩୦୦୦ରୁ ବି କମ୍

ସବୁଠୁ ଶସ୍ତା ୫ଜି ମୋବାଇଲ ଲଞ୍ଚ କରିବାକୁ ଯାଉଛି ରିଲାଏନ୍ସ ଜିଓ। ରିପୋର୍ଟ ମୁତାବକ, ଜୁନ୍ ୨୪ ରେ ରିଲାଏନ୍ସର ୪୪ ତମ Reliance AGM 2021 ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ କମ୍ପାନୀ ନିଜର ପ୍ରଥମ ୫ଜି…
Read More...

ଦ୍ୱିତୀୟ ମେଡ-ଇନ୍ ଇଣ୍ଡିଆ ଟିକା ପାଇଁ କେନ୍ଦ୍ର ପକ୍ଷରୁ ହେଲା ଡିଲ୍, ବୁକ୍ ହୋଇଛି ୩୦ କୋଟି ଡୋଜ୍

ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ହେଲେ ଟିକାର ଅଭାବ କାରଣରୁ ଅନେକ ନାଗରିକ ବର୍ତ୍ତମାନ ଟିକା ନେଇପାରିନାହାନ୍ତି । ତେବେ ଟିକାର ଅଭାବକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଟିକାକରଣର ପ୍ରକ୍ରିିୟାକୁ…
Read More...

ଆଜିର ମୁଖ୍ୟ ଖବର

୧- 'ୟସ' ବାତ୍ୟାରେ ରାଜ୍ୟର କ୍ଷତି ହୋଇଛି ୬୧୦ କୋଟି ଟଙ୍କାର ସମ୍ପତ୍ତି ୨- ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, କୋଭିଡ ଆକ୍ରାନ୍ତ ପରେ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା ୩- ଯୁକ୍ତ ଦୁଇ…
Read More...

ଟ୍ରୋଲ୍ ହେଲେ କୋହଲି

ଟ୍ରୋଲର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ବିରାଟ କୋହଲି ଜଣେ ଜଣେ ଶାକାହାରୀ ବୋଲି ପୂର୍ବରୁ ଅନେକ ବାର କହିଛନ୍ତି । ତେବେ ସେ ଅଣ୍ଡା ଖାଇବା କଥା କହିବା ପରେ ସୋସିଆଲ ମିଡିଆରେ ଟ୍ରୋଲର…
Read More...

ଆପତ୍ତିଜନକ କଣ୍ଟେଟ ତଥା ୟୁଜର୍ସଙ୍କ ଅଭିଯୋଗକୁ ଧ୍ୟାନରେ ରଖି ହ୍ୱାଟସଆପରେ ନିଯୁକ୍ତି ହେଲେ Grievance Officer

ନୂଆ ଡିଜିଟାଲ ନିୟମ ଅନ୍ତର୍ଗତ ହ୍ୱାଟସଆପ ପକ୍ଷରୁ ନୂଆ ଗ୍ରାଇଭାନ୍ସ ଅଫିସର ନିଯୁକ୍ତି କରାଯାଇଛି । କମ୍ପାନୀ ପକ୍ଷରୁ Grievance Officerଙ୍କୁ ନୂଆ ଗ୍ରାଇଭାନ୍ସ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ନିୟମ ଅନୁଯାୟୀ ଯେଉଁ…
Read More...

ରାଜ୍ୟରେ ୮୩୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୪୦ ଜଣଙ୍କ ମୃତ୍ୟୁ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୬୫୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ…
Read More...

ଆଜି ଯୁକ୍ତ ଦୁଇ ପରୀକ୍ଷା ନିଷ୍ପତ୍ତି, ଅପରାହ୍ଣରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତିରେ ରହିଥିବାରୁ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ…
Read More...

ଆଜିର ମୁଖ୍ୟ ଖବର

୧-​‌ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ, ଇଛୁକ ଛାତ୍ରଛାତ୍ରୀ ପରେ ଦେଇପାରିବେ ପରୀକ୍ଷା। ରାଜ୍ୟରେ ବାତିଲ ହୋଇପାରେ +୨ ପରୀକ୍ଷା, ଆଜି ବସିବ ଉଚ୍ଚସ୍ତରୀୟ ବୈଠକ…
Read More...