ଶ୍ରୀମନ୍ଦିରକୁ ବିପଦରେ ପକାଇ ସରକାରଙ୍କର ଐତିହ କରିଡ଼ର କାମକୁ ବିଶ୍ବ ହିନ୍ଦୁ ପରିଷଦର ବିରୋଧ: ଓଡ଼ିଶା ବ୍ୟାପି…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଶ୍ରୀମନ୍ଦିରକୁ ବିପଦରେ ପକାଇ ସରକାରଙ୍କର ଐତିହ କରିଡ଼ର ନାମରେ ହେଉଥିବା କାର୍ଯ୍ୟକୁ ବିଶ୍ବ ହିନ୍ଦୁ ପରିଷଦର ବିରୋଧ । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ସ୍ଥିତ ହୋଟେଲ କେଶରୀଠାରେ ବିଶ୍ବ ହିନ୍ଦୁ…
Read More...

ଶପଥ ଗ୍ରହଣ ସମାରୋହରେ ପହଞ୍ଚିଛନ୍ତି ଯୋଗୀ ଆଦିତ୍ୟନାଥ; କିଛି ସମୟ ମଧ୍ୟରେ ଆରମ୍ଭ ହେବ ଐତିହାସିକ ସମାରୋହ

କ୍ରମାଗତ ଦ୍ୱିତୀୟ ଥର ପାଇଁ ଯୋଗୀ ଆଦିତ୍ୟନାଥ ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଆଜି ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଆନ୍ତର୍ଜାତୀୟ କ୍ରିକେଟ୍ ଗ୍ରାଉଣ୍ଡରେ ୟୁପିରେ ୧୮ ତମ ବିଧାନସଭା ପାଇଁ…
Read More...

ପଶ୍ଚିମବଙ୍ଗ ବୀରଭୂମ ଗଣହତ୍ୟା ମାମଲା;’ସିବିଆଇ’ ତଦନ୍ତ ପାଇଁ ଆଦେଶ ଦେଲେ ହାଇକୋର୍ଟ

କଲିକତା ହାଇକୋର୍ଟ ଶୁକ୍ରବାର ଦିନ ବୀରଭୂମ ହିଂସା ଉପରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମମତା ବାନାର୍ଜୀ ସରକାରଙ୍କ ଅନୁରୋଧକୁ କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତାନ୍ତର ନକରିବାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କଲିକତା…
Read More...

ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ, ୪ଟି ଅଧ୍ୟାଦେଶ ବିଲ ଆକାରରେ ଉପସ୍ଥାପନ ହୋଇପାରେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ) କୋଭିଡ କଟକଣା ମଧ୍ୟରେ ଶୁକ୍ରବାର ଷୋଡ଼ଶ ବିଧାନସଭାର ନବମ ଅଧିବେଶନ ଅର୍ଥାତ ବଜେଟ ଅଧିବେଶନ ଆରମ୍ଭ ହେବ। ଏନେଇ ସମସ୍ତ ପୂର୍ବପ୍ରସ୍ତୁତି ଶେଷ ହୋଇଛି। ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ…
Read More...

ଆସନ୍ତା କାଲି ପ୍ରକାଶ ପାଇବ ପୌର ନିର୍ବାଚନ ଫଳଫଳ, କିନ୍ତୁ ତା ପୁର୍ବରୁ ୩ ପ୍ରମୁଖ ଦଳ ଆକଳନ କଲେଣି ଫଳ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୌର ନିର୍ବାଚନ ଭୋଟ ପରେ ଆସନ୍ତା କାଲି ପ୍ରକାଶ ପାଇବ ପୋୖର ଫଳାଫଳ । ତା ପୂର୍ଵରୁ ରାଜନୈତିକ ଦଳର ଆକଳନ । ନିର୍ବାଚନରେ ବିଜେପି 30ରୁ 35 ଟି ପୌର ପରିଷଦ ଦଖଲ କରିବ। ବିଜେପି ବିଧାୟକ ବିଷ୍ଣୁ…
Read More...

ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ସ୍ଥଗିତ ରହିଲା ପ୍ରଥମ ସେମିଷ୍ଟର ପରୀକ୍ଷା, ଛାତ୍ରଛାତ୍ରୀଙ୍କ ବିରୋଧ ପରେ ଖାଉଟି କମିଶନ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ତରଫରୁ ଏଲଏଲ.ବି. ପ୍ରଥମ ସେମିଷ୍ଟର ପରୀକ୍ଷା ସ୍ଥଗିତ ରଖାଯାଇଛି। ତିନି ବର୍ଷିଆ ଏଲଏଲ.ବି. ପ୍ରଥମ ସେମିଷ୍ଟରର ସମସ୍ତ ପରୀକ୍ଷା ଓ ଚାଲିଥିବା ପାଞ୍ଚ ବର୍ଷିଆ…
Read More...

ସରିଲା ପୌର ନିର୍ବାଚନ: ଗାଁ ତୁଳନାରେ ସହରୀ ଭୋଟ କମିଲା

ଓଡିଆ ନ୍ୟୁଜ୍(ବ୍ୟୁରୋ): ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି। ମତଦାନ ସାବ୍ୟସ୍ତ କରିଛନ୍ତି ସହରୀ ଭୋଟର। ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପକ୍ରିୟା ଶେଷ ହୋଇଛି। ରାଜ୍ୟ ନିର୍ବାଚନ କିମିଶନଙ୍କ ସଦ୍ୟ…
Read More...

ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଲେ ଯୋଗୀ ଆଦିତ୍ୟନାଥ; ଆସନ୍ତାକାଲି ସିଏମ ଭାବେ ଶପଥ ଗ୍ରହଣ କରିବେ

ଯୋଗୀ ଆଦିତ୍ୟନାଥଙ୍କୁ ଲଗାତାର ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ କରିବାକୁ ଭାରତୀୟ ଜନତା ପାର୍ଟି ସଜବାଜ ହେଉଛି। ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟିର ବହୁମତ ପାଇବା ପରେ ୩୭…
Read More...

୨୮ ଓ ୨୯ରେ ଦେଶ ବ୍ୟାପୀ ବିଦ୍ୟୁତ ସରବରାହରେ ଉପୁଜି ପାରେ ବାଧା, କାରଣ କଣ ଜାଣନ୍ତୁ

ଓଡିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ କରି ବିଦ୍ୟୁତ୍ କ୍ଷେତ୍ରର କର୍ମଚାରୀମାନେ ମାର୍ଚ୍ଚ ୨୮ ଓ ୨୯ ରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଦିନ ବିଦ୍ୟୁତ୍ କର୍ମଚାରୀ ଓ…
Read More...