ପୋଲିସ SI ପରୀକ୍ଷା ସ୍ଥଗିତ

0

ଓଡ଼ିଆ ନ୍ୟୁଜ୍: ପୋଲିସ SI ପରୀକ୍ଷା ସ୍ଥଗିତ ଘୋଷଣା।ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ।ଅପ୍ରତ୍ୟାଶିତ ଘଟଣାକ୍ରମକୁ ନେଇ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି।OPRB ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଜାରି।ସାନି ପରୀକ୍ଷା ତାରିଖ ଶୀଘ୍ର ଘୋଷଣା ନେଇ ସୂଚନା। କିଛି ସମୟ ପୂର୍ବରୁ ହେଲ୍‌ପ ଲାଇନ୍ ନମ୍ବର ଜାରି କରିଥିଲା OPRB। ପୋଲିସ SI ପରୀକ୍ଷା ସ୍ଥଗିତ ପରେ କ୍ରାଇମବ୍ରାଞ୍ଚର ତତ୍ପରତା।ଏକ ୫ ଜଣିଆ କ୍ରାଇମବ୍ରାଞ୍ଚ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା। ପ୍ରାଥମିକ ଅନୁସନ୍ଧାନ ଆରମ୍ଭ, ଦରକାର ପଡ଼ିଲେ ତଦନ୍ତ ନିର୍ଦ୍ଦେଶ।

Leave A Reply

Your email address will not be published.