ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା: ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କ ଆଡଭର୍ଟାଇଜମେଣ୍ଟ ପାଇଁ ପୁରୀ ଯାଇଥିଲେ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ। ସାଂସଦ ଅପରାଜିତଙ୍କୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା। ସେ ତାଙ୍କର advertisement ପାଇଁ ଯାଉଛନ୍ତି। ତାଙ୍କୁ ତାଙ୍କ ଦଳ ମଧ୍ୟ ବିରୋଧ କରୁଛି। ପ୍ରଶାସନ ମନା କରିବା ସତ୍ତ୍ୱେ ସିଏ ତାଙ୍କର advertisement କରିବା ପାଇଁ ଯାଉଛନ୍ତି। ସେ ଯାହା କରୁଛନ୍ତି ତାଙ୍କ ଦଳ ମଧ୍ୟ ସମର୍ଥନ କରୁନାହିଁ।

କୋଉଠୁ ବି support ପାଉନାହାନ୍ତି। ରାଜନୀତିକୁ ନୂଆ ଆସିଛନ୍ତି,ଯେମିତି ଚଳୁଛନ୍ତି,ସେମିତି ହେଲେ ରାଜନୀତିରେ ତିଷ୍ଠି ପାରିବେ ନାହିଁ। ପ୍ରଶାସନ, ସମସ୍ତେ କହୁଛନ୍ତି ଠିକ କାମ ହେଉଛି। କିନ୍ତୁ ସେ ଜଣେ ଏକୁଟିଆ କହୁଛନ୍ତି ଭୁଲ ହେଉଛି ବୋଲି। ସେ ଯେତେବେଳେ ଏତେବଡ଼ କଥା କହୁଛନ୍ତି ତଥାପି ତାଙ୍କ ଦଳ ସମର୍ଥନ କରୁନି ତେଣୁ ସେ ଲଜ୍ୟାବୋଧ କରିବା କଥା।

Leave A Reply

Your email address will not be published.