ବବିଙ୍କୁ ମିଳିଲା ଏହି ସ୍ୱତନ୍ତ୍ର ଦାୟିତ୍ୱ

0

୦୬.୦୩.୨୦୨୦ ( ଓଡିଆ ନ୍‌ୁ୍ୟଜ୍ ବ୍ୟୁରୋ):  ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବବିଙ୍କ ସାଂଗଠନିକ ଦକ୍ଷତାକୁ ପ୍ରସଂଶାକରି ତାଙ୍କୁ ଦଳର ସମସ୍ତ ସଂଗଠନର ମୁଖିଆ ଭାବରେ ଘୋଷଣା କରିଥିଲେ । ୨୬ ତାରିଖ ଦିନ ଅଷ୍ଟମ ଥର ସଭାପତି ଭାବରେ ନିର୍ବାଚିତ ହେବାପରେ ନବିନ ଙ୍କ ଏହା ପ୍ରଥମ ସାଂଗଠନିକ ଚୁକ୍ତି । ୨୦୧୪ , ୨୦୧୯ ସାଧାରଣ ନିର୍ବାଚନ ଓ ବିଜେପୁର ତଥା ପାଟକୁରା ଉପନିର୍ବାଚନ ମାନଙ୍କରେ ବବିଙ୍କ ସାଂଗଠନିକ ଦକ୍ଷତାର ପ୍ରସଂଶାକରି ତାଙ୍କୁ ଦଳର ସମସ୍ତ ସଂଗଠନର ମୁଖିଆ ଭାବରେ ଘୋଷଣା କରିଥିଲେ । ୨୦୨୦ ଫେବ୍ରୁଆରିରେ ଦଳର ସାଂଗଠନିକ ନିର୍ବାଚନ ଥିଲେ ହେଁ ପରୀକ୍ଷା ମୂଳକ ଭାବେ ନବୀନ ଦୁଇଟି ପଦବୀ ସୃଷ୍ଟି କରିଥିଲେ । ଗୋଟିଏ ସାଧାରଣ ସଂପାଦକ (ସଂଗଠନ)ଏବଂ ଅନ୍ୟଟି ସାଧାରଣ ସଂପାଦକ(ମୁଖ୍ୟାଳୟ) ଏହି ନିଯୁକ୍ତି ସହ ଦଳିୟ ନେତାଙ୍କ ପ୍ରତିକ୍ରିୟା ପରଖିଥିଲେ ନବିନ ।

Leave A Reply

Your email address will not be published.