ଓଡ଼ିଆ ନ୍ୟୁଜ୍: ମମତା ବାନାର୍ଜୀଙ୍କୁ କଡ଼ା କାଉଣ୍ଟର କଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ‘ଓଡ଼ିଶାରେ ଯେଉଁ ଘଟଣା ଘଟୁଛି ଓଡ଼ିଶା ସରକାର ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଉଛନ୍ତି’।‘ମମତା ବାନାର୍ଜୀଙ୍କ କଥାରୁ ଜଣାପଡୁଛି ସେ ଓଡ଼ିଶାକୁ ଟପିବା ପାଇଁ ଚାହୁଁଛନ୍ତି’।‘RG କର ହସ୍ପିଟାଲ ଘଟଣାରେ ମମତା କଣ କଲେ ତାହା ସମସ୍ତେ ଜାଣିଛନ୍ତି’।‘ବଙ୍ଗଳାରେ ପ୍ରତିଦିନ ପଲିଟିକାଲ ମର୍ଡର ହେଉଛି ତାହା ସମସ୍ତଙ୍କୁ ଜଣା’।
‘ଅନୁପ୍ରବେଶକାରୀକୁ ପ୍ରୋତ୍ସାହନ, ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛନ୍ତି’।‘ତାଙ୍କ ବିଷୟରେ ଦୁନିଆ ଜାଣିଛି, ଏହି ଘଟଣାରେ ମୁଁ ନିଜେ ଯିବି’। ‘ଆମର ଦାବି ପ୍ରଥମେ ପୀଡ଼ିତାକୁ ନ୍ୟାୟ ଦିଆଯାଉ, ସବୁ ଅପରାଧୀଙ୍କୁ ଧରାଯାଉ’।ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ- ପ୍ରତାପ ଷଡ଼ଙ୍ଗୀ। ‘ଭବିଷ୍ୟତରେ ଯେପରି ଏପରି ଘଟଣା ନଘଟେ ଦୃଷ୍ଟି ଦିଆଯିବା ଦରକାର’।