୨୪ ବର୍ଷ ଦୁର୍ନୀତିର ହିସାବ ଦିଅନ୍ତୁ: ପୃଥ୍ବୀରାଜ ହରିଚନ୍ଦନ

0

ଓଡ଼ିଆ ନ୍ୟୁଜ୍: SI ପରୀକ୍ଷା ନେଇ ବିଜେଡିର ଅଭିଯୋଗ ଉପରେ ଜବାବ ରଖିଲେ ଆଇନ ମନ୍ତ୍ରୀ।ବିଜେଡି ଶାସନରେ ପ୍ରଶ୍ନ ପତ୍ର ଲିକ୍‌ଠୁ ଆରମ୍ଭ କରି ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିଲେ।୨୪ ବର୍ଷ ଭିତରେ କେତେ ଆକ୍ସନ ନେଇଛନ୍ତି ଉତ୍ତର ଆଗ ବିଜେଡି ଦେଉ।

ତାଙ୍କ ସମୟରେ ସରକାର ଓ ବିଜେଡି ପ୍ରୋତ୍ସାହନରେ ଦୁର୍ନୀତି ହେଉଥିଲା।ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିଲେ ହିଁ ଚାକିରି ନିଶ୍ଚିତ ମିଳୁଥିଲା।ବିଜେଡି ୨୪ ବର୍ଷ ଶାସନର ଆତ୍ମସମୀକ୍ଷା କରୁ, ତାପରେ ସମାଲୋଚନା କରିବ।ତେବେ ଯାହାର ବି ସଂପୃକ୍ତି ଥିବ, ଯେତେ ବଡ଼ ଲୋକ ହୋଇଥାନ୍ତୁ, ଦଣ୍ଡିତ ହେବେ।

Leave A Reply

Your email address will not be published.