ସିଇଓରୁ ଚେୟାରମ୍ୟାନ ହେଲେ ସତ୍ୟ ନାଡେଲା

0

ମାଇକ୍ରୋସଫ୍ଟ ଏହାର ନୂଆ ଚେୟାରମ୍ୟାନ ଭାବରେ ଭାରତୀୟ ବଂଶଦ୍ଭୋବ ସତ୍ୟ ନାଡେଲାଙ୍କୁ ନିଯୁକ୍ତ କରିଛି । ସତ୍ୟ ନାଡେଲା ବର୍ତ୍ତମାନ ମାଇକ୍ରୋସଫ୍ଟର ସିଇଓ ଅଛନ୍ତି । ସେ ଜନ୍ ଥମସନଙ୍କ ସ୍ଥାନରେ ଏହି କାର୍ଯ୍ୟ ସମ୍ଭାଳିବେ ।

ସତ୍ୟ ନାଡେଲା ୨୦୧୪ ମସହାରେ ମାଇକ୍ରୋସଫ୍ଟର ସିଇଓ ଭାବରେ ନିଯୁକ୍ତ ହୋଇଥିଲେ, ଏବଂ ଏହା ପରେ ତାଙ୍କ ତତ୍ତ୍ୱାବଧାନରେ କମ୍ପାନୀ ଆହୁରି ଆଗକୁ ବଢ଼ିଥିଲା । ମାଇକ୍ରୋସଫ୍ଟର ବ୍ୟବସାୟ ଅଭିବୃଦ୍ଧିରେ ତାଙ୍କର ପ୍ରମୁଖ ଭୂମିକା ରହିଛି ।

Leave A Reply

Your email address will not be published.