ଭାରସାମ୍ୟ ହରାଇ ଫୁଟପାଥ୍ ଉପରକୁ ମାଡ଼ିଗଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭାରସାମ୍ୟ ହରାଇ ଫୁଟପାଥ୍ ଉପରକୁ ମାଡ଼ିଗଲା ସ୍କୁଲ ବସ୍ । ଅଳ୍ପକେ ବର୍ତ୍ତିଲେ ବସରେ ଥିବା ଛାତ୍ରଛାତ୍ରୀ ଓ ଡ୍ରାଇଭର । କଟକ ଜିଲ୍ଲା ସିଡିଏ ୧୧ ନମ୍ଵର ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଏକ ସ୍କୁଲ୍ ବସ୍ କଟକ ସିଡିଏ ଅଭିମୁଖେ ଯାଉଥିବା ବେଳେ ସିଡିଏ ଫେଜ-୨ ଥାନା ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡି ଯାଇଥିଲା ।ଫଳରେ ନିକଟରେ ଥିବା ଏକ ଗଛରେ ପିଟି ହେବାରୁ ବସର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣାରୁ ଛାତ୍ରଛାତ୍ରୀ ଓ ବସ୍ ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ପୁଲିସ ଓ ସିଡିଏ ଅଗ୍ନିଶମ ବାହିନୀ ପହଞ୍ଚି ଗଛ

Leave A Reply

Your email address will not be published.