ଓଡ଼ିଆ ନ୍ୟୁଜ୍: ପୁଣି ଥରେ ପରୋକ୍ଷରେ ନବୀନ-ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର।ଅନାମ ବାବୁଙ୍କ କାହାଣୀ ଆଳରେ ନବୀନ-ପାଣ୍ଡିଆନଙ୍କୁ ଟାର୍ଗେଟ। ଘରଜ୍ବାଇଁ ଉପାଖ୍ୟାନ ସହ ସୁଜାତାଙ୍କୁ ମଧ୍ୟ ବିବାଦକୁ ଟାଣିଲେ।ବିବାହ ପରେ ଜ୍ବାଇଁ ଶ୍ବଶୁରଙ୍କ ସମ୍ପତ୍ତି ଓ କାର୍ଯ୍ୟ ନିୟନ୍ତ୍ରଣକୁ ନେଇଥିଲା। ଏହା ସମାଜରେ ଶ୍ବଶୁରଙ୍କ ଇଜ୍ଜତ ଓ ମାନ ସମ୍ମାନକୁ ଧୂଳିସାତ କରିଥିଲା।ପୂର୍ବଥର ନବୀନଙ୍କୁ ଧୃତରାଷ୍ଟ୍ର କହି ଟାର୍ଗେଟ୍ କରିଥିବାବେଳେ ଏଥର ଘରଜ୍ବାଇଁ ଉପାଖ୍ୟାନ ସହ ସୁଜାତାଙ୍କୁ ମଧ୍ୟ ବିବାଦକୁ ଟାଣିଛନ୍ତି ଶ୍ରୀମୟୀ। ବିବାହ ପରେ ଜ୍ବାଇଁ ଶ୍ବଶୁରଙ୍କ ସମ୍ପତ୍ତି ଓ କାର୍ଯ୍ୟ ନିୟନ୍ତ୍ରଣକୁ ନେଇଥିଲା। ଏହା ସମାଜରେ ଶ୍ବଶୁରଙ୍କ ଇଜ୍ଜତ ଓ ମାନ ସମ୍ମାନକୁ ଧୂଳିସାତ କରିଥିଲା ବୋଲି କହି ମଜା ଉଡ଼ାଇଛନ୍ତି ଶ୍ରୀମୟୀ।