ପ୍ରମାଣିତ ହେଲା କହ୍ନେଇଙ୍କ ଦିଲ୍ଲୀ ଡିଲ୍‌ !

0

ଓଡ଼ିଆ ନ୍ୟୁଜ୍: ପ୍ରମାଣିତ ହେଲା କହ୍ନେଇଙ୍କ ଦିଲ୍ଲୀ ଡିଲ୍‌ କହି ଶ୍ରୀମୟୀଙ୍କ ତେର୍ଚ୍ଛା ବାଣ। ସ୍ନେହାଙ୍ଗିନୀଙ୍କୁ ଜିଲ୍ଲା ବାହାରର ପରାଜିତ ନେତ୍ରୀ କହି ଛିଗୁଲେଇଲେ। ଗତ ମାସରେ କହ୍ନେଇଙ୍କୁ ନବୀନ ବାବୁଙ୍କ ‘ମାନସ ପୁତ୍ର’ କହିବାରୁ ପୁରସ୍କୃତ। କୋର୍‌ ଟିମ୍‌ ଦେଇଥିବା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରି ଡିଲ୍‌।

ନୂଆପଡ଼ାର ହଜାର ହଜାର ବିଜୁ ପ୍ରେମୀ ଓ ଦଳୀୟ କର୍ମୀଙ୍କ ପ୍ରତି ଅପମାନ।ଗତ ନିର୍ବାଚନରେ ୨୯ ହଜାରରୁ ଊର୍ଦ୍ଧ୍ବ ଭୋଟ୍‌ରେ ହାରିଥିଲେ ସ୍ନେହାଙ୍ଗିନୀ। ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବା ପାଇଁ ଦିଲ୍ଲୀରେ ହୋଇଛି ଷଡ଼ଯନ୍ତ୍ର। ଯେଉଁ ଅଣଓଡ଼ିଆଙ୍କ ପାଇଁ ବିଜେଡିର ୨୪ ବର୍ଷର ଶାସନ ଚାଲିଗଲା। ଏବେ ନୂଆପଡ଼ାରେ ୩ୟ ସ୍ଥାନରେ ରହିବା ପାଇଁ ଷଡ଼ଯନ୍ତ୍ର: ଶ୍ରୀମୟୀ।

Leave A Reply

Your email address will not be published.