ଜାଣନ୍ତୁ ଦେଶରେ କଣ ରହିଛି କରୋନା ସ୍ଥିତି

0

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ଦେଶରେ ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି l ଦେଶରେ ଲକ୍ ଡାଉନ୍ ଘୋଷଣା କରାଯିବା ପରେ ମଧ୍ୟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଯେ ଆଜି ସକାଳ ସୁଦ୍ଧା ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 49391 ଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତି ଙ୍କ ସଂଖ୍ୟା 14182 ରହିଛି l କରୋନା ଜନିତ ମୃତ୍ୟୁ ସଂଖ୍ୟା 1694 ରହିଛି l ସେପଟେ ଦେଶର ମହାରାଷ୍ଟ୍ର ରାଜ୍ୟ ରେ କରୋନା ଜନିତ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ମହାରାଷ୍ଟ୍ର ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 15525 ଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତି ଙ୍କ ସଂଖ୍ୟା 2819 ରହିଛି l ସେହିପରି ମୃତକଙ୍କ ସଂଖ୍ୟା 617 ରହିଛି l ଗୁଜୁରାଟ ରାଜ୍ୟରେ 6245 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 368 ଜଣ ମୃତ୍ଯ ବରଣ କରିଛନ୍ତି ସେହିପରି ସୁସ୍ଥ ଙ୍କ ସଂଖ୍ୟା 1381 ରହିଛି l ରାଜଧାନୀ ଦିଲ୍ଲୀରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 5104 ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 64 ରହିଛି ଏବଂ ସୁସ୍ଥ ଙ୍କ ସଂଖ୍ୟା 1468 ରହିଛି l ମଧ୍ୟ ପ୍ରଦେଶ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3049 ରହିଥିବା ବେଳେ ମୃତ୍ୟୁ ଙ୍କ ସଂଖ୍ୟା 176 ଜଣ ରହିଛନ୍ତି l ସେହିପରି ସୁସ୍ଥ ଙ୍କ ସଂଖ୍ୟା 1000 କୁ ବୃଦ୍ଧି ପାଇଛି l ରାଜସ୍ଥାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3158 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 89 ଜଣ ମୃତ୍ଯ ବରଣ କରିଛନ୍ତି ସେହିପରି ସୁସ୍ଥ ଙ୍କ ସଂଖ୍ୟା 1525 ରହିଛି l ଉତ୍ତରପ୍ରଦେଶ ରଜରେ 2880 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 56 ରହିଛି ଏବଂ ସୁସ୍ଥ ଙ୍କ ସଂଖ୍ୟା 987 ରହିଛି l

Leave A Reply

Your email address will not be published.