ଦୁଇ ମାସ ପରେ ଫେରାର ଥିବା ଆକ୍ରମଣକାରୀ ଅଭିଯୁକ୍ତ ଗିରଫ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହୋଲି ଖେଳ ବେଳେ ରେଳ ବିଭାଗ କର୍ମଚାରୀଙ୍କୁ ସଙ୍ଗବଧ ଆକ୍ରମଣରେ ତାଙ୍କର ମୃତ୍ୟ ହୋଇଥିଲା। ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଆକ୍ରମଣକାରୀ ଅଭିଯୁକ୍ତକୁ ଦୀର୍ଘ ଦୁଇ ମାସ ପରେ ଗିରଫ ହୋଇଛି।…
Read More...
Read More...