Browsing Tag

flood

ବିପଦ ସଙ୍କେତ ଉପରେ ଜଳକା

ଓଡ଼ିଆ ନ୍ୟୁଜ୍: ବିପଦ ସଙ୍କେତ ଉପରେ ଜଳକା । ମଥାନୀଠାରେ ୬.୭୨ ମିଟର ଉପରେ ବହୁଛି । ଜଳବନ୍ଦୀ ୮ ପଞ୍ଚାୟତର ୩୦ରୁ ଅଧିକ ଗାଁ । ବସ୍ତା ବ୍ଲକର ୮ ଓ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ । ୨୦୦ରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳକୁ…
Read More...

ବିପଦ ସଙ୍କେତ ଡେଇଁଲା ଜଳକା, ବୈତରଣୀ

ଓଡ଼ିଆ ନ୍ୟୁଜ୍: ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ଜଳସ୍ତର। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ସୂଚନା। ଦିନ ୧୦ଟା ସୁଦ୍ଧା ମଥାନୀଠାରେ ଜଳକା ୭.୨୦ ମିଟର ପ୍ରବାହିତ ହେଉଛି।ସତର୍କ ସଙ୍କେତ…
Read More...

ବିପଦ ସଂକେତ ଉପରେ ବୈତରଣୀ

ଓଡ଼ିଆ ନ୍ୟୁଜ୍: ବିପଦ ସଂକେତ ଉପରେ ବୈତରଣୀ। ଭଦ୍ରକ ଜିଲା ଆଖୁଆପଦାରେ ସତର୍କ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଛି। ତେବେ ଏହି ନଦୀର ସତର୍କ ସଙ୍କେତ ୧୭.୮୩ ମି. ହୋଇଥିବାବେଳେ ସୋମବାର ୧୮.୦୩ ମିଟର ଜଳ…
Read More...

ଉପରମୁଣ୍ଡରେ ବର୍ଷା, ଫୁଲୁଛି ବ୍ରାହ୍ମଣୀ

ଓଡ଼ିଆ ନ୍ୟୁଜ୍: ଫୁଲୁଛି ବ୍ରାହ୍ମଣୀ। ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଝାଡଖଣ୍ଡରେ ଥିବା ଡ୍ୟାମ୍‌ଗୁଡ଼ିକରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏନେଇ କୋଏଲ, ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ…
Read More...

ଆମେରିକାରେ ପ୍ରକୃତିର ତାଣ୍ଡବ, 24 ମୃତ

ଓଡ଼ିଆ ନ୍ୟୁଜ୍: ଆମେରିକାରେ ପ୍ରକୃତର ତାଣ୍ଡବ । ପାଣିର ପ୍ରଳୟ ପାଇଁ ଆମେରିକାରେ ସୃଷ୍ଟି ହୋଇଛି ହାହାକାର । ନିଜକୁ ବିଶ୍ବର ଧନୀ ରାଷ୍ଟ୍ର ବୋଲି କହୁଥିବା ଆମେରିକା ବି ଆଜି ପ୍ରକୃତିର ପ୍ରକୋପ ଆଗରେ ଅସହାୟ । ଭୀଷଣ ବନ୍ୟାରେ…
Read More...

ହିମାଚଳପ୍ରଦେଶରେ ଜଳ ପ୍ରଳୟ, ଏପର୍ଯ୍ୟନ୍ତ ଗଲାଣି ୨୧ ଜଣଙ୍କ ଜୀବନ

ଓଡ଼ିଆ ନ୍ୟୁଜ୍: ହିମାଚଳପ୍ରଦେଶରେ ଜଳ ପ୍ରଳୟ। ହିମାଚଳ ପ୍ରଦେଶରେ ବିପର୍ଯ୍ୟୟ ଘଟାଇଛି ମୌସୁମୀ। ଯାହାଫଳରେ ରାଜ୍ୟରେ ପ୍ରକୃତି ତାଣ୍ଡବ ରଚିଛି। ବାଦଲଫଟା ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ପ୍ରବଳ କ୍ଷୟକ୍ଷତି ଘଟାଇଛି। ୨୦ ଜୁନରେ…
Read More...

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, 30 ଗାଁ ଜଳବନ୍ଦୀ

ଓଡ଼ିଆ ନ୍ୟୁଜ୍: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା । ସକାଳ ୬ଟା ସୁଦ୍ଧା ଜଳସ୍ତର ୧୦.୩୯ ମିଟର୍ ପ୍ରବାହିତ ହେଉଛି । ଫଳରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ଘରୁ ବାହାରିବା…
Read More...

ବାଲେଶ୍ୱରରେ କମୁଛି ବନ୍ୟା ଜଳ କିନ୍ତୁ ବଢୁଛି ଲୋକଙ୍କ ଦୁର୍ଦଶା

ଓଡ଼ିଆ ନ୍ୟୁଜ୍: ଉତ୍ତର ଓଡିଶାରେ ବନ୍ୟା ସ୍ଥିତି କମୁଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମୁନି । ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକାରେ ଜଳସ୍ତର ବଢ଼ିଥିଲା । ଏବେ ତାହା ଆସ୍ତେ ଆସ୍ତେ ଖସୁଛି । ବନ୍ୟା ସ୍ଥିତି…
Read More...

ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି: ସୁରେଶ ପୂଜାରୀ

ଓଡ଼ିଆ ନ୍ୟୁଜ୍: ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । କହିଛନ୍ତି ମୟୂରଭଞ୍ଜ, ବାଲେଶ୍ଵର ଓ କେନ୍ଦୁଝର ଅଞ୍ଚଳରେ ଓଡ୍ରାଫ ମୁତୟନ ଅଛନ୍ତି । ଓଡ୍ରାଫ ଆହୁରି ମଧ୍ୟ…
Read More...

ବନ୍ୟା ପାଇଁ ବାଲେଶ୍ୱର, ମୟୁରଭଞ୍ଜକୁ ରେଡ ଆଲର୍ଟ

ଓଡ଼ିଆ ନ୍ୟୁଜ୍: ଉତ୍ତର ଓଡ଼ିଶାରେ ବନ୍ୟା ଭୟ । ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ବଡ଼ ବନ୍ୟା ଆଶଙ୍କା । ଫୁଲୁଛି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଡ଼ ବନ୍ୟା ଆଶଙ୍କା ।…
Read More...