Browsing Tag

heat wave

ଯୁଦ୍ଧ ପାଇଁ ବଢ଼ିବ ତାତି!

ଓଡ଼ିଆ ନ୍ୟୁଜ୍: ଯୁଦ୍ଧ ପାଇଁ ବଢ଼ିବ ତାତି । ଚଳିତବର୍ଷ ଅଧିକ ଗରମ ଅନୁଭବ କରିବେ ରାଜ୍ୟବାସୀ । IMDର ପୂର୍ବାନୁମାନ ଅନୁସାରେ ଏବର୍ଷ ଗ୍ରୀଷ୍ମପ୍ରବାହ ଦିନ ବଢ଼ିବ । ମାର୍ଚ୍ଚରୁ ମେ’ ମାସ ଭିତରେ ଗ୍ରୀଷ୍ମ ଦିବସ ସଂଖ୍ୟା…
Read More...

ଭୟଙ୍କର ତାତି: ଦେଶରେ ଉତ୍ତାପ ଯୋଗୁଁ ବଢୁଛି ମୃତ୍ୟୁ ସଂଖ୍ୟା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଉତ୍ତାପ ଯୋଗୁଁ ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ସନ୍ଧ୍ୟା ସୁଦ୍ଧା ବାହାରକୁ ଯାଉନାହାଁନ୍ତି। ଗରମ ପବନ ଲୋକଙ୍କ ଅବସ୍ଥାକୁ ଦୁଃଖ…
Read More...

ପୁଣି କଲବଲ କରିବ ତାତି, ୧୩ ତାରିଖ ପରେ ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ୧୩ ତାରିଖ ପରେ ରାଜ୍ୟରେ ପୁଣି ବଢ଼ିବ ତାତି । ଆଗାମୀ ୪ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ମଧ୍ୟ ତାପମାତ୍ରା ବଢ଼ିପାରେ । ଆଗାମୀ ୫ ଦିନ…
Read More...

ଆଗମୀ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ, ୮ ଜିଲ୍ଲାରେ ବଢିବ ତାପମାତ୍ରା

ଓଡ଼ିଆ ନ୍ୟୁଜ (ବ୍ୟୁରୋ):  ଗତ କିଛ ଦିନ ହେଲା ତାପମାତ୍ରା ଅଧିକ ରହିଛି । ହଟ ଓ ହମିଡ୍ୟୁଟି ୱେଦର୍ କଣ୍ଡିସନ ଦୁଇ ରୁ ତିନି ଦିନ ଲାଗିକି ରହିବ ।ବାୟୁ ମଣ୍ଡଳର ୩.୧ କିଲୋମିଟର ଉପରେ ଏକ ଗୁରୁଚାପ ବଳୟ ରହିଛି । ଏଇ ଯେଉଁ…
Read More...

ଏହି ରାଜ୍ୟରେ ହେବ ଭୀଷଣ ତାତି: ସତର୍କ କଲା ଆଇଏମଡି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଫେବୃଆରୀ ମାସରେ ଉତ୍ତାପ ଉପଦ୍ରବ ଆରମ୍ଭ କରିଥିଲା। ଯଦିଓ ମାର୍ଚ୍ଚ ମାସରେ ଅଯଥା ବର୍ଷା ହେତୁ ଲୋକମାନେ ଆରାମ ପାଇଲେ, କିନ୍ତୁ ମଝିରେ ମଝିରେ ଆଇଏମଡି…
Read More...

ଆଜିଠୁ ବଦଳିବ ପାଗ, ପୁଣି କଲବଲ କରିବ ଖରା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜିଠୁ ପୁଣି କଲ ବଲ କରିବ ଖରା। ବଦଳିବ ପାଗ । ତତଲା କଡ଼େଇରେ ସିଝିବ ଓଡ଼ିଶା । ପଶ୍ଚିମା ଝଡ଼ର ପ୍ରଭାବ କମିଥିବା ବେଳେ ଆଜିଠୁ ପୁଣି ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ…
Read More...

ଗତ ୨୪ ଘଣ୍ଟାରେ ୯ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ,  ଅଗଷ୍ଟ ୬ରୁ ରାଜ୍ୟକୁ ଫେରିପାରେ ବର୍ଷା

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଅଗଷ୍ଟ ୬ ତାରିଖରୁ ରାଜ୍ୟକୁ ଫେରିପାରେ ବର୍ଷା । ଆସନ୍ତା ୫-୬ ତାରିଖ ବେଳକୁ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହା ଲଘୁଚାପରେ ପରିଣତ ହୋଇପାରେ ।…
Read More...

ତତଲା କଡେଇରେ ଭାଜି ହେଉଛି ଓଡିଶା, ମୌସୁମୀ ଖେଳୁଛି ଲୁଚକାଳି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ପ୍ରଭାବ ସହ ଗୁଳୁଗୁଳି ଅନୁଭୂତ ହେଉଛି।କେରଳରେ 29 ତାରିଖରେ ମୌସୁମୀ ଛୁଇଁଥିବା ବେଳେ ଓଡ଼ିଶାରେ ଏପର୍ୟ୍ଯନ୍ତ ପ୍ରାକମୌସୁମୀ ବର୍ଷା ଆରମ୍ଭ ହୋଇନି।ଜୁନ 11 ରୁ 15…
Read More...

ଆକାଶରୁ ନିଆଁ ବର୍ଷା ହେଉଛି, ୨୫ରୁ ୩ ଦିନ ପାଇଁ କିଛି ଜିଲ୍ଲାକୁ ଜାରି ହୋଇଛି ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣିଂ

ଓଡିଆ ନ୍ୟୁଜ୍(ବ୍ୟୁରୋ): ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା । ଉପରମୁହାଁ ପାରଦ । ଆକାଶରୁ ନିଆଁ ବର୍ଷା ହେଉଛି । ଜଳୁଛି ପଶ୍ଚିମରୁ ଉପକୂଳ । ଅସମ୍ଭାଳ ତାତି । ବାହାରକୁ ବାହାରିଲେ ମୁହଁ ହାତ ପୋଡ଼ି ଗଲା ଭଳି ଲାଗୁଛି । ସକାଳ…
Read More...

ଖରାରେ ସିଝୁଛି ସାରା ଓଡିଶା: ଆଗାମୀ ୫ ଦିନ ପର୍ଯ୍ୟନ୍ତ ଖରା ଗରମରୁ ଲୋକଙ୍କୁ ଆଶ୍ବସ୍ତି ମିଳିବାର ସମ୍ଭାବନା ନାହିଁ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଅସମ୍ଭାଳ ହେଲାଣି ଖରା ଗରମ। ତା ସାଙ୍ଗକୁ ଅଣାୟତ କରୁଚି ଝାଞ୍ଜି ପବନ ଓ ଗୁଳୁଗୁଳି। ଯାହାକୁ ଆଖିରେ ରଖି ସ୍କୁଲ ପିଲାଙ୍କ ସମୟରେ କରାଯାଇଛି ପରିବର୍ତ୍ତନ। ଆଜିଠାରୁ ଆରମ୍ଭ ହୋଇଛି ଆରମ୍ଭ ହୋଇଛି…
Read More...