Browsing Tag

heavy rain

ତେଲେଙ୍ଗାନାରେ ବର୍ଷା ବିତ୍ପାତ: ଉଦ୍ଧାରକାର୍ଯ୍ୟ ଜାରି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରବଳ ବର୍ଷାରେ ବେହାଲ ସାରା ଦେଶ । ପୂର୍ବରୁ ପଶ୍ଚିମ ଆଉ ଉତ୍ତରରୁ ଦକ୍ଷିଣ, ସବୁଠି ସ୍ଥିତି ସଙ୍ଗୀନ । ଏହାରି ଭିତରେ ତେଲେଙ୍ଗାନାରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି କରିଛି।…
Read More...

୬୨୪ ଜୀବନ ନେଲାଣି ମୌସୁମୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କାଳ ପାଲଟିଲା ମୌସୁମୀ । ମୌସୁମୀ ପ୍ରତିବର୍ଷ ଲୋକଙ୍କ ପାଇଁ ଖୁସି ଆଣୁଥିବା ବେଳେ ଚଳିତ ବର୍ଷ ମୌସୁମୀ ଲୋକଙ୍କ ପାଇଁ ଅଭିଷାପ ପାଲଟିଛି । ଏଜାବତ୍ ମୌସୁମୀ ନେଲାଣି ୬୨୪ ଜୀବନ । ଗତ ଜୁନ ମାସରୁ ଆରମ୍ଭ…
Read More...

ଏହା ରାଜନୀତିର ସମୟ ନୁହେଁ: ଦିଲ୍ଲୀରେ ବନ୍ୟା ପରିସ୍ଥିତିକୁ ନେଇ ଏପରି କହିଲେ କେଜ୍ରିୱାଲ

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଶନିବାର ଠାରୁ ଦିଲ୍ଲୀରେ ଲଗାତାର ଓ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଏହା ରାଜନୀତିର ସମୟ ନୁହେଁ। ଦିଲ୍ଲୀରେ ବନ୍ୟା ଆଶଙ୍କା…
Read More...

ବର୍ଷାରେ ଭିଜିବ ଦୀପାବଳି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବର୍ଷାରେ ଭିଜିଲା ଦଶହରା । ଲକ୍ଷ୍ମୀପୂଜାରେ ମଧ୍ୟ ବର୍ଷା ହେଲା, ତଣେୁ ଆଗକୁ ଆସୁଛି କାଳୀପୂଜା । କାଳୀପୂଜାରେ ମଧ୍ୟ ବର୍ଷା ହେବା ନେଇ ଆକଳନ କଲାଣି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଗୋଟିଏ ପରେ…
Read More...

ଅକ୍ଟୋବର ୧୫ ପର୍ଯ୍ୟନ୍ତ ଜାରି ରହିବ ବର୍ଷା: ଏହି ରାଜ୍ୟ ଗୁଡ଼ିକ ଚେତାବନୀ ଦେଲା ପାଣିପାଗ ବିଭାଗ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ଅକ୍ଟୋବରରେ ଦିଲ୍ଲୀ-ଏନସିଆରରୁ ୟୁପି-ବିହାର ପର୍ୟ୍ୟନ୍ତ ବର୍ଷା ଏହାର ନାମ ବନ୍ଦ କରୁନାହିଁ। ମହାରାଷ୍ଟ୍ର, ବିହାର, ୟୁପି ଏବଂ ବଙ୍ଗଳା ସମେତ ଉତ୍ତର…
Read More...

ଉତ୍ତରପ୍ରଦେଶରେ ବର୍ଷା ତାଣ୍ଡବ: ୨୦ଟି ଜିଲ୍ଲାରେ ସ୍କୁଲ ବନ୍ଦ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗତ ତିନି ଦିନ ମଧ୍ୟରେ ଉତ୍ତରପ୍ରଦେଶର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଲଗାତାର ବର୍ଷା ହେତୁ ସାଧାରଣ ଜୀବନ ପ୍ରଭାବିତ ହେଉଛି । ଏଥି ସହିତ ପ୍ରବଳ ବର୍ଷା ପରେ ବର୍ତ୍ତମାନ ରାଜ୍ୟର ୨୦ ଟି…
Read More...

ମୂଷଳଧାରା ବର୍ଷାରେ ରାଜରାସ୍ତାରେ ଗର୍ଜିଲେ ଚୁକ୍ତିଭିତ୍ତିକ କର୍ମଚାରୀ, ଏକମାସ ମଧ୍ୟରେ ଦାବି ପୁରଣ ନହେଲେ ଭୟଙ୍କର…

ଓଡିଆ ନ୍ୟୁଜ୍(ବ୍ୟୁରୋ): ସମୟ ସକାଳ ୧୦ ଟା ୩୦ । ଭୂବନେଶ୍ୱର ରେ ଜାରି ରହିଛି ମୂଷଳଧାରାରେ ବର୍ଷା। ପୂର୍ବ ସୂଚନା ଅନୁଯାୟୀ ରାଜରାସ୍ତାରେ ଗର୍ଜିଲେ ବିଭିନ୍ନ ବିଭାଗରେ କାର୍ୟ୍ଯ କରୁଥିବା ହଜାର ହଜାର ଚୁକ୍ତିଭିତ୍ତିକ…
Read More...

ଲଘୁଚାପ ଆଣିବ ବଡ ବର୍ଷା: କାଲିଠାରୁ କାଚିବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଲଘୁଚାପ ଆଣିବ ବଡ ବର୍ଷା । ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ…
Read More...

ବାଙ୍ଗାଲୁରୁରେ ବର୍ଷା ବିତ୍ପାତ: ଭାଙ୍ଗିଲା ୯୦ ବର୍ଷର ରେକର୍ଡ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାଙ୍ଗାଲୁରୁରେ ବର୍ଷା ହଇଚଇ ସୃଷ୍ଟି କରୁଛି। ଏଠାରେ ୯୦ ବର୍ଷର ବର୍ଷା ରେକର୍ଡ ଭାଙ୍ଗିଯାଇଛି । ଆକାଶ ବିପର୍ୟ୍ୟୟରେ ଏପର୍ୟ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ପାଣିପାଗ ବିଭାଗ ଆସନ୍ତା…
Read More...

ଆଜି ଦିନଯାକ ରହିବ ବର୍ଷାର ପ୍ରଭାବ, ୪ ଜିଲ୍ଲାକୁ ରେଡ୍ ଓ ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଗତକାଲି ସକାଳ ୮.୩୦ ସମୟରେ ସୁଦୃଶଃ -ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଗୋଟିଏ ଅବପାତ ରେ ପରିଣତ ହୋଇଛି | ଏହା ବର୍ତ୍ତମାନ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ୨୦.୮ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୫.୬…
Read More...